spot_img

Rakesh Mallick

5801 POSTS
Copy Editor

Exclusive articles:

ବିଦା ହେବେ ଅପାରଗ ସରକାରୀ ଅଧିକାରୀ ଓ କର୍ମଚାରୀ

ଭୁବନେଶ୍ବର: କାମରେ ଠକୁ ଥିବା ସରକାରୀ ଅଧିକାରୀ ଓ କର୍ମଚାରୀ ହେବେ ବିଦା । କାର୍ଯ୍ୟରେ ଅବହେଳା ସହ  ସଚ୍ଚୋଟତାର ଅଭାବ ଥିବା ଅପାରଗ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ନିଆଯିବ କଡା...

ଜଙ୍ଗଲରୁ ଖପୁରୀ, ପଞ୍ଜରା ହାଡ ଜବତ ଘଟଣାକୁ ନେଇ ୧୨ ଘଣ୍ଟିଆ ଟିକାବାଲି ବନ୍ଦ

କନ୍ଧମାଳ: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା କୋଟାମଣି ପାହାଡ ତଳ ଜଙ୍ଗଲରୁ ଖପୁରୀ, ପିଞ୍ଜରା ହାଡ ଜବତ ଘଟଣାକୁ ନେଇ ୧୨ ଘଣ୍ଟିଆ କନ୍ଧମାଳ ଜିଲ୍ଲା ଟିକାବାଲି ବନ୍ଦ । ବନ୍ଦ ପାଳନ...

ଡମ୍ଫର ଧକ୍କାରେ ତିନି ଶ୍ରମିକ ମୃତ, ଜଣେ ଗୁରୁତର

ଢେଙ୍କାନାଳ: ରାସ୍ତା କାମ କରୁଥିବା ଡମ୍ଫର ନେଲା ତିନି ଶ୍ରମିକଙ୍କ ଜୀବନ । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରେକୁଳା ସତସଙ୍ଗ କେନ୍ଦ୍ର ସମ୍ମୁଖରେ । ରାସ୍ତା କାମରେ ନିୟୋଜିତ ତିନି...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକିତ୍ସକଙ୍କୁ ମରଣାନ୍ତକ ଆକ୍ରମଣ

ଜଳେଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକିତ୍ସକଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରମଣର ଶିକାର ବ୍ୟକ୍ତିଙ୍କ ନାଁ ଗଙ୍ଗାଧର ବୋଲି ଜଣାପଡିଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ସ୍ଥିତ ଚନ୍ଦନେଶ୍ଵର ମନ୍ଦିର ନିକଟରେ...

ଭିଜିଲାନ୍ସ ଜାଲରେ ଜଟଣୀ ପୌର ନିର୍ବାହୀ ଅଧିକାରୀ

ଜଟଣୀ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଏଥର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଟଣୀ ପୌର ପରିଷଦର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ । ଏକକାଳୀନ ୨ଟି ସ୍ଥାନରେ ଚଢାଉ...

Breaking

ଉତ୍ତର ପଶ୍ଚିମ ଦିଲ୍ଲୀର ଶାଲିମାର ବାଗ୍ ଅଞ୍ଚଳରେ ମହିଳାଙ୍କୁ ଗୁଳି କରି ହତ୍ୟା

ନନ୍ଦିଘୋଷ ବ୍ୟୁରୋ : ଉତ୍ତର ପଶ୍ଚିମ ଦିଲ୍ଲୀର ଶାଲିମାର ବାଗ୍ ଅଞ୍ଚଳରେ...

ନିଜର ଭୁଲ ସ୍ବୀକାର କଲା ସୋସିଆଲ ମିଡିଆ ଏକ୍ସ, ଏଣିକି ଭାରତ ସରକାରଙ୍କ ଆଇନ ଅନୁସାରେ କରିବ କାମ…

ନନ୍ଦିଘୋଷ ବ୍ୟୁରୋ : ନିଜର ଭୁଲ୍ ସ୍ବୀକାର କଲା ସୋସିଆଲ ମିଡିଆ...

ବେଆଇନ ଚାଲାଣ ଅଭିଯୋଗରେ ୭ଟି ମାଟି ବୋଝେଇ ହାଇଓ୍ବା ଜବତ

ଜଳେଶ୍ବର : ବେଆଇନ ଚାଲାଣ ଅଭିଯୋଗରେ ମାଟି ବୋଝେଇ ହାଇୱା ଜବତ।...

ବାଲେଶ୍ଵରରେ ରୋଗୀ ସେବା ଠପ୍, ମେଡିସିନ ICU ଅସ୍ଥାୟୀ ରୂପେ ବନ୍ଦ….

ବାଲେଶ୍ଵର : ବାଲେଶ୍ଵରରେ ଠପ୍ ରୋଗୀସେବା। ମେଡିସିନ୍ ଆଇସିୟୁ ମଧ୍ୟ ଆଜି...