spot_img

Rakesh Mallick

5846 POSTS
Copy Editor

Exclusive articles:

ପ୍ରକାଶ ପାଇଲା ଓଏଏସ ରେଜଲ୍ଟ, ଶ୍ବେତାଶ୍ରୀ ଟପ୍ପର

ଭୁବନେଶ୍ବର: ପ୍ରକାଶ ପାଇଲା ୨୦୨୨ ଓଏଏସ୍ ରେଜଲ୍ଟ । ପୁଣି ଥରେ ଛାତ୍ରୀଙ୍କ କମାଲ ଦେଖିବାକୁ ମିଳିଛି । ଟପ୍ ଫାଇଭରେ ୩ ଜଣ ମହିଳା ରହିଛନ୍ତି । ସେହିପରି ଟପ୍ ଟେନରେ...

ଅଙ୍ଗ ତସ୍କରୀ ଅଭିଯୋଗ ସତ ନୁହେଁ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଙ୍ଗ ତସ୍କରୀ ଅଭିଯୋଗ ସତ ନୁହେଁ ବୋଲି ଜଣାପଡ଼ିଛି । ଟିକରବାଜୁ ଗାଁର ବାବୁଲା ଦିଗାଳଙ୍କ ଶବ ବ୍ୟବଚ୍ଛେଦ କରିବା ପରେ ଡାକ୍ତର କହିଛନ୍ତି, ସବୁ ଅଙ୍ଗ...

ବୃଦ୍ଧଙ୍କୁ ଜୀବନ୍ତ ପୋଡ଼ି ମାରି ଦେବାକୁ ଉଦ୍ୟମ, ଜୀବନ ବଞ୍ଚାଇବାକୁ ପୋଖରୀକୁ ଡେଇଁଲେ

ନୂଆପଡ଼ା: ଜଣେ ବୃଦ୍ଧଙ୍କ ଦେହରେ ପାଳ ବାନ୍ଧି ନିଆଁ ଲଗାଇ ମାରିବାକୁ ଗାଁ ଲୋକଙ୍କ ଉଦ୍ୟମ ଅଭିଯୋଗ । ଏଭଳି ଜଘନ୍ୟକାଣ୍ଡ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ପୋର୍ଟିପଡ଼ା ଗାଁରେ...

ଝାଡ଼ଖଣ୍ଡରେ ଜେଏମଏମ ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା

ରାଞ୍ଚି: ବିଧାନସଭା ନିର୍ବାଚନକୁ ନେଇ ଝାଡ଼ଖଣ୍ଡ ରାଜନୀତି ସରଗରମ । ବିଜେପିକୁ ଚେକ ଦେବାକୁ ଏକାଠି ହୋଇଛନ୍ତି ଜେଏମଏମ ଏବଂ କଂଗ୍ରେସ । ନିର୍ବାଚନ ପାଇଁ ଉଭୟ ଦଳ ମଧ୍ୟରେ ହୋଇଛି ଆସନ...

ବାଣ କାରଖାନାରେ ବିସ୍ଫୋରଣ, ଧ୍ବଂସସ୍ତୁପ ତଳୁ ଚାଲିଛି ଜୀବନ ଖୋଜା

ମୋରେନା: ମଧ୍ଯପ୍ରଦେଶ ମୋରେନାରେ ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ । ବିସ୍ଫୋରଣରେ ଏକାଧିକ ଲୋକ ଆହତ । କିଛି ଲୋକ ଧ୍ବଂସସ୍ତୂପ ତଳେ ପୋତି ହୋଇଥିବା ସୂଚନା । ଫସି ରହିଥିବା...

Breaking

ରାଜ୍ୟ ପାଳିଲା ୭୭ତମ ସାଧାରଣତନ୍ତ୍ର ଦିବସ: ଗାନ୍ଧୀମାର୍ଗରେ ଦେଖିବାକୁ ମିଳିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ରାଜ୍ୟ ପାଳିଲା ୭୭ ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ବର ଗାନ୍ଧୀମାର୍ଗରେ...

ସମ୍ବଲପୁର ବିକାଶରେ ଲାଗିଛି ବ୍ରେକ୍: ପୋଷ୍ଟର ବ୍ୟାନର ଲଗାଇ ବାହାଦୁରି ମାରୁଛନ୍ତି ନେତା

ସମ୍ବଲପୁର ବିକାଶରେ ଲାଗିଛି ବ୍ରେକ୍ । ପୋଷ୍ଟର ବ୍ୟାନର ଲଗାଇ ବାହାଦୁରି...

ରାସ୍ତା ଉପରେ ପଡ଼ିରହିଛି ବଡ଼ବଡ଼ ମେଣ୍ଟାଲ: ଟିକିଏ ଅସାବଧାନ ହେଲେ ଦୁର୍ଘଟଣା ସୁନିଶ୍ଚିତ

ରାସ୍ତା ଉପରେ ପଡ଼ିରହିଛି ବଡ଼ବଡ଼ ମେଣ୍ଟାଲ । ଟିକିଏ ଅସାବଧାନ ହେଲେ...

ଆଣ୍ଠେଇଲାଣି ସ୍ଵାସ୍ଥ୍ୟ ବ୍ୟବସ୍ଥା: ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଛି ଡାକ୍ତର ପଦବୀ

ଛେଣ୍ଡିପଦାରେ ଆଣ୍ଠେଇଲାଣି ସ୍ଵାସ୍ଥ୍ୟ ବ୍ୟବସ୍ଥା । ଛେଣ୍ଡିପଦା ଓ କୋଶଳା ଗୋଷ୍ଠୀ...