spot_img

Rakesh Mallick

5726 POSTS
Copy Editor

Exclusive articles:

ଆଜି ରାତି ସାଢ଼େ ୧୧ଟାରେ ଟ୍ରମ୍ପ କରିବେ ବଡ଼ ଘୋଷଣା, ରାଷ୍ଟ୍ରପତି ପଦରୁ ଦେଇପାରନ୍ତି ଇସ୍ତଫା

ନନ୍ଦିଘୋଷ ବ୍ୟୁରୋ: ଟାରିଫ ଯୁଦ୍ଧ ଆରମ୍ଭ କରି ବିଶ୍ବକୁ ଆର୍ଥିକ ସଙ୍କଟରେ ପକାଇଥିବା ଆମେରିକା ରାଷ୍ଟ୍ରପତି ଆଜି ରାତିରେ ଦେଇ ଦେବେ ବି ଇସ୍ତଫା । ଭାରତୀୟ ସମୟ ରାତି ସାଢ଼େ ୧୧ଟାରେ...

ୟୁକେରେ ଛେଣ୍ଡିପଦା ଲେମ୍ବୁର ଡିମାଣ୍ଡ, ଆରମ୍ଭ ହେଲା ରପ୍ତାନୀ

ନନ୍ଦିଘୋଷ ବ୍ୟୁରୋ: ବିଦେଶ ଗଲା ଓଡ଼ିଶା ଲେମ୍ବୁ ।  ଦିନେ ପଚି ସଢ଼ି ନଷ୍ଟ ହେଉଥିଲା, କେହି ଦେଖୁ ନଥିଲେ କି ପଚାରୁ ନଥିଲେ । କିନ୍ତୁ ଏବେ ଯୁକ୍ତରାଜ୍ୟରେ ଏହି ଲେମ୍ବୁର...

ଏସିଆ କପ୍: କେବଳ ଭାରତ-ପାକ୍ ମ୍ୟାଚ୍ ପାଇଁ ମିଳିବନି ଟିକେଟ, ମ୍ୟାଚ ଦେଖିବାକୁ ଚାହୁଁଥିଲେ କରିବାକୁ ପଡ଼ିବ ଏ କାମ

ନନ୍ଦିଘୋଷ ବ୍ୟୁରୋ: ଏସିଆ କପରେ ଭାରତ ଓ କାପିସ୍ତାନ ମଧ୍ୟରେ ସେପ୍ଟେମ୍ବର ୧୪ ତାରିଖରେ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି । ତେବେ ଯଦି...

ଝିଅ କବିତାଙ୍କୁ ବିଆରଏସରୁ ନିଲମ୍ବନ କଲେ ବାପା କେସିଆର

ନନ୍ଦିଘୋଷ ବ୍ୟୁରୋ: ତେଲଙ୍ଗାନା ରାଜନୀତିରେ  ହଟଚମଟ । ଝିଅ ତଥା ଏମଏଲସି କେ. କବିତାଙ୍କୁ ବିଆରଏସରୁ ସସପେଣ୍ଡ କଲେ ସୁପ୍ରିମୋ କେ. ଚନ୍ଦ୍ରଶେଖର ରାଓ । କବିତାଙ୍କ ବାପା ତଥା ତେଲଙ୍ଗାନାର ପୂର୍ବତନ...

ଚୀନର ଚାଣକ୍ୟ କେଇ ଚି’ଙ୍କ ସହ ମୋଦିଙ୍କ ୪୫ ମିନିଟ ଆଲୋଚନା, ଗୋଟିଏ ହସ ବଦଳାଇ ଦେଲା ଭାରତ-ଚୀନ ସମ୍ପର୍କ

ନନ୍ଦିଘୋଷ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ଗସ୍ତ କରି SCO ସମ୍ମିଳନୀରେ ଭାଗ ନେବା ସହ ଭାରତ ଫେରି ଆସିଛନ୍ତି । ହେଲେ ତାଙ୍କର ଏହି ଗସ୍ତ ବିଶ୍ବ ରାଜନୀତିରେ ଏବେ ଚର୍ଚ୍ଚାର...

Breaking

ପାରାଦୀପ ଜେଟ୍ଟି ପାଣିରୁ ଉଦ୍ଧାର ହେଲା ହରିଣ

ନନ୍ଦିଘୋଷ ବ୍ୟୁରୋ: ପାରାଦ୍ଵୀପ ବନ୍ଦର ନିଷିଦ୍ଧାଞ୍ଚଳ ଜେଟ୍ଟି ପାଣିରେ ପଡିଯାଇଥିଲା ହରିଣ...

ତିସ୍ତା ନଦୀରେ ରାଫ୍ଟିଂ ତାଲିମ ନେବା ବେଳେ ଯବାନଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ତିସ୍ତା ନଦୀରେ ରାଫ୍ଟିଂ ତାଲିମ ନେବା ବେଳେ ଯବାନଙ୍କ...

ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଚାଷୀ

ନନ୍ଦିଘୋଷ ବ୍ୟୁରୋ: ଧାନ ବିକ୍ରି ସମସ୍ୟାକୁ ନେଇ ତାତିଲେ ଚାଷୀ ।...

ଜଗତସିଂହପୁର ଜିଲ୍ଲା ପ୍ରଶାସନର ଅବ୍ୟବସ୍ଥା; ସଭାକାର୍ଯ୍ୟରୁ ଉଠି ଚାଲିଗଲେ ବିଧାୟକ ଅମରେନ୍ଦ୍ର ଦାସ

ନନ୍ଦିଘୋଷ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା ପ୍ରଶାସନର ଅବ୍ୟବସ୍ଥା । ସଭାକାର୍ଯ୍ୟ...