spot_img

sitakanta dash

2154 POSTS

Exclusive articles:

ଲକଡାଉନରେ ବୁଲା ଗୋରୁ ଓ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୬୦ ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ୱର: କୋଭିଡ୍‌ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ରାଜ୍ୟରେ ଲକ୍‌ଡାଉନ୍ ଜାରି ରହିଛି । ଏହି ସମୟରେ ବୁଲା ଗାଈଗୋରୁ ଓ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।...

୨୦୨୦ରେ ୟୁପିଏସସି ପରୀକ୍ଷାରୁ ବଞ୍ଚିତ ପରୀକ୍ଷାର୍ଥୀଙ୍କୁ ପୁଣି ମିଳିବ ପରୀକ୍ଷା ଦେବା ସୁଯୋଗ

ନୂଆଦିଲ୍ଲୀ: ୨୦୨୦ରେ ୟୁପିଏସସି ପରୀକ୍ଷା ଦେଇପାରିନଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର । ପ୍ରାରମ୍ଭିକ ପରୀକ୍ଷାରେ ନିଜର ଅନ୍ତିମ ସୁଯୋଗ ହରାଇ ସାରିଥିବା ପରୀକ୍ଷାର୍ଥୀଙ୍କୁ ପୁଣି ମିଳିବ ପରୀକ୍ଷା ଦେବା ସୁଯୋଗ । ଏନେଇ...

କରୋନା ସଂକଟ କାଳରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆଚରଣ ଆଶ୍ଚର୍ଯ୍ୟଜନକ : IMA

ନୂଆଦିଲ୍ଲୀ: କରୋନା ସଂକଟ କାଳରେ କେନ୍ଦ୍ର ସରକାରଙ୍କ ଭୂମିକାକୁ ସମାଲୋଚନା କରିଛି ଭାରତୀୟ ଚିକିତ୍ସା ସଂଘ(IMA) । ଶନିବାର ଦିନ ସଂଘ ପକ୍ଷରୁ ଜାରି ବୟାନରେ କରୋନା ମୁକାବିଲା ପାଇଁ କେନ୍ଦ୍ର ଉଚିତ...

ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ନୂଆ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଭେଟି ରଖିବେ ଦାବି

ଗୌହାଟି: ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ଆଗାମୀ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ରବିବାର ଦିନ ହିମନ୍ତ ବିଶ୍ୱଶର୍ମାଙ୍କ ନାମ ଉପରେ ମୋହର ଲାଗିଛି । ଶନିବାରଠାରୁ ଏଥିପାଇଁ ବିଜେପିରେ...

ମାସ୍କ କାହିଁକି ପିନ୍ଧିନ ପଚାରିବାରୁ ପୋଲିସ ଉପରକୁ ଆକ୍ରମଣ କଲା ବୁଲା ବିକାଳୀ

ଭୁବନେଶ୍ୱର: ସଟଡାଉନ ସମୟରେ ବିନା ମାସ୍କରେ କାହିଁକି ବଜାରରେ ବୁଲୁଛୁ ପଚାରିବାରୁ ଆକ୍ରମଣର ଶିକାର ହେଲେ ପୋଲିସ କର୍ମଚାରୀ ।ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବଳଙ୍ଗା ବଜାରରେ । ...

Breaking

ଡ୍ରପ ଆଉଟ ପିଲାଙ୍କ ପାଇଁ ବଡ଼ ଖବର ; ଆଡମିସନ ଫି ଛାଡ କଲେ ସରକାର

ଭୁବନେଶ୍ବର: ଡ୍ରପ ଆଉଟ ପିଲାଙ୍କ ପାଇଁ ବଡ଼ ଖବର । ଆଡମିସନ...

ଶ୍ରୀମନ୍ଦିର ସମେତ ପୁରୀ ଗ୍ରାଣ୍ଡ ସେଣ୍ଟରକୁ ଉଡ଼ାଇ ଦେବାକୁ ଧମକ

ପୁରୀ: ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ୍ । ଜୁଲି ରାନୀ ପଣ୍ଡା...

ଟ୍ରମ୍ପଙ୍କ ବିମାନରେ ତ୍ରୁଟି ; ଅଧା ବାଟରୁ ଫେରିଆସିଛି ଏୟାରଫୋର୍ସ ୱାନ

ନନ୍ଦିଘୋଷ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ବିମାନରେ ତ୍ରୁଟି। ସୁଇଜରଲାଣ୍ଡର ଡାଭୋସ୍...

ଯୁବ କଂଗ୍ରେସ ନେତା ରାଜେଶ ମିଶ୍ରଙ୍କ ମୃତ୍ୟୁ ; ଗୁଳିବିଦ୍ଧ ଅବସ୍ଥାରେ ପଡିଛି ମୃତଦେହ

ସୋନପୁର: ଯୁବ କଂଗ୍ରେସ ନେତା ରାଜେଶ ମିଶ୍ରଙ୍କ ମୃତଦେହ ଉଦ୍ଧାର। ସୋନପୁରର...