spot_img

Tanmaya Reddy

4034 POSTS

Exclusive articles:

ନାସା ଉଠାଇଛି ଗାଲାକ୍ସିର ରଙ୍ଗୀନ ଚିତ୍ର; ବାଇଡେନ୍ ଉନ୍ମୋଚନ କଲେ ଫଟୋ

ଓ୍ୱାସିଂଟନ: ଚକ୍ ଚକ୍ ଦିଶୁଛି ବ୍ରହ୍ମାଣ୍ଡ । ନାସା ଉଠାଇଛି ବ୍ରହ୍ମାଣ୍ଡର ଚମକୁଥିବା ଚିତ୍ର । ନାସାର ଜେମ୍ସ ଓ୍ୱେବ୍ ସ୍ପେସ ଟେଲିସ୍କୋପରେ କଏଦ ହୋଇଛି ଗାଲାକ୍ସିର ରଙ୍ଗୀନ ଚିତ୍ର । ନ୍ୟାସନାଲ...

କାର୍ -ଅଟୋ ମୁହାଁମୁହିଁ ଧକ୍କା; ୩ମୃତ, ୫ଗୁରୁତର

ସୋନପୁର: ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର୍ ଓ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ୫...

ରାଜ୍ୟରେ ୫ଶହ ଟପିଲା ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଲଗାତର ୫୦୦ ଉପରେ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୦୯ ଆକ୍ରାନ୍ତ । କ୍ୱାରେଣ୍ଟାଇନ୍‌ରୁ ୨୯୯ ଜଣ ଥିବା ବେଳେ, ଲୋକାଲ କେସ୍...

ଭିଜିଲାନ୍ସ ଜାଲରେ ନିମାପଡ଼ା ସବ୍‌ଡିଭିଜନ୍ ସହକାରୀ ଯନ୍ତ୍ରୀ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ନିମାପଡ଼ା ସବଡିଭିଜନର ସହକାରୀ ଆରଡି ଇଞ୍ଜିନିୟର ଦୁଷ୍ମନ୍ତ ଦେହୁରୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି...

ଆସନ୍ତା ୨୪ଘଣ୍ଟାରେ ଆହୁରି ଘନୀଭୂତ ହେବ ଲଘୁଚାପ; ୨ଦିନ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ପ୍ରଭାବରେ ଆସନ୍ତା ୨ ଦିନ ଯାଏ ସାରା ରାଜ୍ୟରେ ପ୍ରବଳ...

Breaking

ରାଜ୍ୟ ପାଳିଲା ୭୭ତମ ସାଧାରଣତନ୍ତ୍ର ଦିବସ: ଗାନ୍ଧୀମାର୍ଗରେ ଦେଖିବାକୁ ମିଳିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ରାଜ୍ୟ ପାଳିଲା ୭୭ ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ବର ଗାନ୍ଧୀମାର୍ଗରେ...

ସମ୍ବଲପୁର ବିକାଶରେ ଲାଗିଛି ବ୍ରେକ୍: ପୋଷ୍ଟର ବ୍ୟାନର ଲଗାଇ ବାହାଦୁରି ମାରୁଛନ୍ତି ନେତା

ସମ୍ବଲପୁର ବିକାଶରେ ଲାଗିଛି ବ୍ରେକ୍ । ପୋଷ୍ଟର ବ୍ୟାନର ଲଗାଇ ବାହାଦୁରି...

ରାସ୍ତା ଉପରେ ପଡ଼ିରହିଛି ବଡ଼ବଡ଼ ମେଣ୍ଟାଲ: ଟିକିଏ ଅସାବଧାନ ହେଲେ ଦୁର୍ଘଟଣା ସୁନିଶ୍ଚିତ

ରାସ୍ତା ଉପରେ ପଡ଼ିରହିଛି ବଡ଼ବଡ଼ ମେଣ୍ଟାଲ । ଟିକିଏ ଅସାବଧାନ ହେଲେ...

ଆଣ୍ଠେଇଲାଣି ସ୍ଵାସ୍ଥ୍ୟ ବ୍ୟବସ୍ଥା: ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଛି ଡାକ୍ତର ପଦବୀ

ଛେଣ୍ଡିପଦାରେ ଆଣ୍ଠେଇଲାଣି ସ୍ଵାସ୍ଥ୍ୟ ବ୍ୟବସ୍ଥା । ଛେଣ୍ଡିପଦା ଓ କୋଶଳା ଗୋଷ୍ଠୀ...