spot_img

Web Admin

2415 POSTS

Exclusive articles:

ଅପେକ୍ଷାର ଅନ୍ତ, ୩୧ ସୁଦ୍ଧା ମାଟ୍ରିକ୍‌ ଫଳାଫଳ

ଭୁବନେଶ୍ୱର: ଆଗାମୀ ୩୧ ତାରିଖ ସୁଦ୍ଧା ମାଟ୍ରିକ୍‌ ଫଳାଫଳ ପ୍ରକାଶ ପାଇବ । ଏନେଇ ବୋର୍ଡ ସଭାପତି ରାମାସିସ ହାଜରା ସୂଚନା ଦେଇଛନ୍ତି । ତେବେ ଆଗାମୀ ଦୁଇ ଦିନ ମଧ୍ୟରେ ରେଜଲ୍ଟ...

ବିନା ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷେତ୍ର ଦିବସ

ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷେତ୍ର ଦିବସ ୨୫.୭.୨୦୨୦ରେ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର-୨୦୧୯ ଔପନ୍ୟାସିକା ବୀଣାପାଣି ମହାନ୍ତିଙ୍କୁ ପ୍ରଦାନ କରାଯାଇଛି । ମନ୍ତ୍ରୀ...

ପୁଣି ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ ଚ୍ୟୁତ…

ରାଉରକେଲା: ପୁଣି ଏକ ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ ଚ୍ୟୁତ । ରାଜଗାଙ୍ଗପୁର ଫାଟକ ନିକଟରେ ଏଭଳି ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି । ମାଲବାହୀ ଟ୍ରେନର ଦୁଇଟି ବଗି ଲାଇନତ୍ୟୁତ ହୋଇଯାଇଛି...

କରୋନା କବଳରେ ଶିବରାଜ,ଟ୍ୱିଟ୍ କରି ଦେଲେ ସୂଚନା

ମୂମ୍ବାଇ: କରୋନା କବଳରୁ କେହି ବି ବାଦ ପଡ଼ୁ ନାହାନ୍ତି । ଦେଶରେ ପୁଣି ଜଣେ ନେତାଙ୍କୁ କରୋନା । ବିଜେପିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବ୍‌ରାଜ ସିଂହ ଚୌହାନ...

ନନ୍ଦିଘୋଷଟିଭି ପ୍ରଭାବ, ଚାଉଳରେ ପୋକ ସାଲୁବାଲୁ ଘଟଣାରେ ହେବ କାର୍ଯ୍ୟାନୁଷ୍ଠାନ..

ସୁନ୍ଦରଗଡ଼: ନନ୍ଦିଘୋଷଟିଭିର ପ୍ରଭାବ । ଖବର ପ୍ରସାରଣ ପରେ ପୋକରା ଚାଉଳ ଦେଇଥିବା କଣ୍ଟ୍ରୋଲ ଡିଲରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠା । ରଉରକେଲା ପ୍ଲାଣ୍ଟ ସାଇଟ୍ କଣ୍ଟ୍ରୋଲ ଦୋକାନରେ ପୋକ ସାଲୁବାଲୁ ପିଡିଏସ୍‌ ଚାଉଳ ବଣ୍ଟନ କରାଯିବା ଘଟଣା । ପୋକରା ଚାଉଳ ବଣ୍ଟନ ନେଇ କଣ୍ଟ୍ରୋଲ ଡିଲରଙ୍କୁ ଦାୟୀ କରାଯାଇଛି । କଣ୍ଟ୍ରୋଲ ଡିଲର ଗୋଦାମରେ ପୋକ ଚାଉଳ ଗଛିତ ରଖି ଵଣ୍ଟନ କରିଥିଲେ ବୋଲି ଅଭିଯୋଗ ହୋଇଛି ଯୋଗାଣ ବିଭାଗ ମାର୍କେଟିଂ ଇନସପେକ୍ଟର ଘଟଣାର ତଦନ୍ତ କରି ଏହି ରିପୋର୍ଟ ଦେଇଥିବା ଜଣାପଡ଼ିଛି । ଜିଲ୍ଲା ଯୋଗାଣ ଅଧିକାରୀ ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରାଯାଇଛି । ପୋକରା ଚାଉଳ ବଣ୍ଟନ କରିଥିବା କଣ୍ଟ୍ରୋଲ ଡିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ରାଉରକେଲା ସହକାରୀ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ଏନେି ସୁଚନା ଦେଇଛନ୍ତି । ପୋକ ସାଲୁବାଲୁ ଚାଉଳ ବଣ୍ଟନ ହେଉଥିବା ନେଇ ଶୁକ୍ରବାର ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହୋଇଥିଲା ।

Breaking

ମୋକିମଙ୍କୁ ବହିଷ୍କାର ନେଇ ରାଜ୍ୟ କଂଗ୍ରେସରେ ହଲଚଲ, ସପକ୍ଷରେ ବାହାରୁଛନ୍ତି ଜଣକ ପରେ ଜଣେ ବରିଷ୍ଠ

ମୋକିମଙ୍କୁ ବହିଷ୍କାର ନେଇ ରାଜ୍ୟ କଂଗ୍ରେସରେ ହଲଚଲ, ସପକ୍ଷରେ ବାହାରୁଛନ୍ତି ଜଣକ...

ମଣ୍ଡି ଅବ୍ୟବସ୍ଥା: ଚାଷୀଙ୍କ ବାଇକ୍ ରାଲି, କାଲି ସମ୍ବଲପୁର ବନ୍ଦ

ମଣ୍ଡି ଅବ୍ୟବସ୍ଥା: ଚାଷୀଙ୍କ ବାଇକ୍ ରାଲି, କାଲି ସମ୍ବଲପୁର ବନ୍ଦ ନନ୍ଦିଘୋଷ ବ୍ୟୁରୋ:...

ଡିଲରଙ୍କ ନାଁରେ କୋଟା ପକାଇ କିରୋସିନି ଲୁଟୁଛନ୍ତି ଆରସିଏମଏସ ସମ୍ପାଦକ, ନନ୍ଦିଘୋଷ ଟିଭି ହାତରେ ସାଙ୍ଘାତିକ ପ୍ରମାଣ

ଡିଲରଙ୍କ ନାଁରେ କୋଟା ପକାଇ କିରୋସିନି ଲୁଟୁଛନ୍ତି ଆରସିଏମଏସ ସମ୍ପାଦକ, ନନ୍ଦିଘୋଷ...