spot_img

Web Admin

2415 POSTS

Exclusive articles:

5T ଅଧିନକୁ ଆସିବ ‘ମୋ ସ୍କୁଲ’ ଅଭିଯାନ

ଭୁବନେଶ୍ୱର: 5T ଅଧୀନକୁ ଅଣ।ଯିବ ମୋ ସ୍କୁଲ୍‌ ଅଭିଯ।ନ । ପରେ ଏହ।କୁ ଅଧିକ ବ୍ୟ।ପକ କରାଯିବ । ‘ମୋ ସ୍କୁଲ୍‌ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ହ।ତକୁ ନେଇ ର।ଜ୍ୟର ଶିକ୍ଷା ବ୍ୟବସ୍ଥାକୁ...

ଦେଶ ପାଇଁ ଗୌରବ ଆଣିଲେ ଓଡ଼ିଆ ଝିଅ ସ୍ନେହାଶ୍ରୀ

ଭୁବନେଶ୍ୱର: ଦେଶପାଇଁ ଗୌରବ ଆଣିଲେ ଓଡିଆ ଝିଅ ସ୍ନେହାଶ୍ରୀ । ଡିଭା ମିସ୍ ଇଣ୍ଡିଆ ୨୦୨୧ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ସ୍ନେହାଶ୍ରୀ । ହରିଦ୍ୱାରରେ ଆୟୋଜିତ ହୋଇଥିବା ଜାତୀୟସ୍ତରୀୟ “ଡିଭା ମିସ୍...

ତୁଟୁନି ଆନ୍ଧ୍ର ଓଡ଼ିଶା ସୀମା ବିବାଦ, ଗ୍ରାଉଣ୍ଡ ଜିରୋର ରିପୋର୍ଟ ମାଗିଲେ ବାଚସ୍ପତି

ଭୁବନେଶ୍ୱର: ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସୀମା ବିବାଦ ସମାଧାନ କମିଟିର କଡ଼ା ଆଭିମୁଖ୍ୟ । ସୀମା ବିବାଦର ସମାଧାନ ପାଇଁ ପୂର୍ବରୁ କମିଟିର ନିଷ୍ପତ୍ତି କେତେ କାର୍ଯ୍ୟକାରୀ ହୋଇଛି ?...

ଆନ୍ଦୋଳନରତ ଚାଷୀଙ୍କୁ ଦେଶଦ୍ରୋହୀ କହିଲେ ବିଜେପି ନେତା ପୃଥ୍ୱୀରାଜ

ଭୁବନେଶ୍ୱର: ଚାଷୀଙ୍କୁ ଦେଶଦ୍ରୋହୀ କହିଲା ବିଜେପି । କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଯେଉଁମାନେ ଆନ୍ଦୋଳନ କରୁଛନ୍ତି, ସେମାନେ ଦେଶଦ୍ରୋହୀ ବୋଲି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଚାଷୀଙ୍କୁ...

ଏକତରଫା ପ୍ରେମକୁ ନେଇ ବିବାହିତ ମହିଳାଙ୍କୁ ଭୁଜାଲି ମାଡ଼

ଭୁବନେଶ୍ୱର: ଏକତରଫା ପ୍ରେମ ଓ ଟଙ୍କା କାରବାରକୁ ନେଇ ବିବାହିତ ମହିଳାଙ୍କୁ ଭୁଜାଲି ମାଡ଼ । ଜଣେ ଅଟୋ ଚାଳକଙ୍କ ଭୁଜାଲି ମାଡ଼ରେ ମହିଳା ଗୁରୁତର । ମହିଳା ଜଣକ ହେଲେ ପଟିଆ...

Breaking

ଗୁଳିର ଜବାବ ଗୁଳିରେ ଦେଲା ପୋଲିସ: ଏନକାଉଣ୍ଟରରେ ଗଡ଼ିଲା ୪ ମାଓ ମୁଣ୍ଡ

ଗୁଳିର ଜବାବ ଗୁଳିରେ ଦେଲା ପୋଲିସ । ହିଂସା ଭିଆଉଥିବା ନକ୍ସଲଙ୍କୁ...

ଋଣ ଆଣି ନିର୍ମାଣ ହେବ ବ୍ରହ୍ମପୁର ଗିରି ମାର୍କେଟ କମ୍ପ୍ଲେକ୍ସ

ପିପିପି ମୋଡରେ ନୁହଁ ଋଣ ଆଣି ନିର୍ମାଣ ହେବ ବ୍ରହ୍ମପୁର ଗିରି...

ମଣ୍ଡିରୁ ଉଠୁନି ଧାନ: ସମସ୍ୟାରେ ଛନ୍ଦି ହୋଇ ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ

ମଣ୍ଡିରୁ ଉଠୁନି ଧାନ । କିଲେ ବି ହୋଇନି ବିକ୍ରି ।...

ଦୁଲୁକୁଛି ବରଗଡ: ଆରମ୍ଭ ହୋଇଯାଇଛି ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା

ଦୁଲୁକୁଛି ବରଗଡ । ଆରମ୍ଭ ହୋଇଯାଇଛି ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ।...