ସୁପ୍ରିମକୋର୍ଟଙ୍କ ରାୟ, ଆସନ୍ତାକାଲି ମହାରାଷ୍ଟ୍ରରେ ସରକାରଙ୍କ ଶକ୍ତି ପରୀକ୍ଷା, ସନ୍ଧ୍ୟା ୫ଟା ସୁଦ୍ଧା ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ
ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଗଠନ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଆସନ୍ତାକାଲି ମହାରାଷ୍ଟ୍ରରେ ଶକ୍ତି ପରୀକ୍ଷା ହେବ । ସୁପ୍ରିମକୋର୍ଟ କହିଲେ ନଭେମ୍ୱର ୨୭, ସନ୍ଧ୍ୟା ୫ଟା ସୁଦ୍ଧା ଫ୍ଲୋର ଟେଷ୍ଟ ଦେବେ ବିଜେପି-ଏନସିପି ସରକାର ।

ସିକ୍ରେଟ୍ ବାଲଟରେ ହେବନାହିଁ ଭୋଟ୍ । ବହୁମତ ପରୀକ୍ଷଣର ହେବ ସିଧାପ୍ରସାରଣ । ପ୍ରଥମେ ବିଧାୟକମାନେ ଶପଥଗ୍ରହଣ କରିବେ ଏହାପରେ ପ୍ରୋଟେମ୍ ସ୍ପିକର କରାଇବେ ଶପଥପାଠ । ଏହାପରେ ଭୋଟିଂ ହେବ । ବିଜେପି ପାଖରେ ଏନସିପି ସମେତ ୧୭୦ ବିଧାୟକଙ୍କ ସମର୍ଥନ ରହିଥିବା ଦଳ ଦାବି କରିଛି । ସେପଟେ ଗତକାଲି ଏକ ହୋଟେଲରେ ୧୬୨ ବିଧାୟକଙ୍କୁ ପରେଡ୍ କରାଇଥିଲେ କଂଗ୍ରେସ-ଏନସିପି ଓ ଶିବସେନା ।
https://nandighoshatv.comuddhav-thackeray-and-sharad-pawar-press-meet/
ଆସନ୍ତାକାଲି ବିଜେପି-ଏନସିପି ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ । ପ୍ରୋଟେମ୍ ସ୍ପିକର ହିଁ ଭୋଟିଂ କରାଇବେ । ଏବେ ବାଚସ୍ପତି ନିର୍ବାଚନ ନେଇ କୌଣସି ସୂଚନା ଦେଇନାହାନ୍ତି କୋର୍ଟ ।
https://nandighoshatv.comfadnavis-and-maharashtra-politics/

୪ ଦିନ ପରେ ସରିବ ୩ ମାସର ଡେଡଲାଇନ୍, ଧରପଗଡ଼ ପାଇଁ ଟ୍ରାଫିକ୍ ବିଭାଗର ବ୍ଲୁ ପ୍ରିଣ୍ଟ
ଭୁବନେଶ୍ୱର : ଆଉ ମାତ୍ର ୪ ଦିନ ରହିଲା । ଆପଣ ବୁଝିପାରୁଥିଲେ କଣ ପାଇଁ ୪ ଦିନ । ସରିଯିବ ୩ ମାସର ଡେଡଲାଇନ୍ । ଏବେ ରାତିରେ କିଛି ଲୋକଙ୍କୁ ନିଦ ନାହିଁ । କାରଣ ଶେଷ ହୋଇନି ଗାଡ଼ିର କାଗଜପତ୍ର କାମ । ତେଣୁ ଚିନ୍ତାରେ ଲୋକେ । ଏପଟେ ଆରଟିଓରେ ଯେ, ନାହିଁ ନଥିବା ଭିଡ଼ । ଏଥର ଲୋକଙ୍କୁ ଧରପଗଡ଼ ପାଇଁ ଏବଂ ନିୟମର କଡ଼ା କଡ଼ି ପାଳନ ପାଇଁ ଟ୍ରାଫିକରେ ଲାଗୁ ହୋଇଛି 3-E । ଏହାକୁ ସବୁଠି ଲାଗୁ କରିବାକୁ ବିଭାଗ ପକ୍ଷରୁ ପ୍ରୟାସ କରାଯିବ ।
ଏବେ କଣ କଣ ଦରକାର ?
୧- ଆପଣଙ୍କର ବୈଧ ଡ୍ରାଇଭିଂ ଲାଇଲେନ୍ସ ରହିଥିବା ଆବଶ୍ୟକ
୨- ଲାଇସେନ୍ସ ସହ ପ୍ରଦୂଷଣ ସାର୍ଟିଫିକେଟ୍ ମଧ୍ୟ ବାଧ୍ୟତାମୂଳକ
୩- ଗାଡ଼ିର ଇନ୍ସୁରାନ୍ସ ନିହାତି ଆବଶ୍ୟକ
୪- ୧୫ ବର୍ଷରୁ ଅଧିକ ଗାଡ଼ି ପାଇଁ ଦରକାର ଫିଟନେସ୍ ସାର୍ଟିଫିକେଟ୍
୫- ଗାଡ଼ିର ଆରସି ବା ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ରଖିବାକୁ ଭୁଲିବେନି

ଏହି ୫ଟି କାଗଜପତ୍ର ଗାଡ଼ିରେ ରଖିବା ନିହାତି ଦରକାର । ୪ ଦିନ ପରେ ସରିବ ୩ ମାସର ଡେଡ୍ଲାଇନ୍ । ଡିସେମ୍ବର ପହିଲାରୁ ପୁଣିଥରେ କଡ଼ାକଡ଼ି ହେବ ନୂଆକରି ଲାଗୁ ହୋଇଥିବା ଟ୍ରାଫିକ ନିୟମ । ଆଉ ଏଥର ନିୟମ ଉଲ୍ଲଂଘନ କଲେ ଚଳିବ ନାହିଁ । ନିୟମ ମାନିବାକୁ ପଡ଼ିବ, ନହେଲେ ତଣ୍ଡ ଗଣିବେ । କମିଶନରେଟ ପୋଲିସ ଟ୍ରିପ୍ଲ -E ଉପରେ ଗୁରୁତ୍ୱ ଦେଉଛି । ସଚେତନ କରାଯାଇଛି, ଏଥର ଫୁଲ୍ ଅନ୍ ଆକ୍ସନ । ଟ୍ରାଫିକ ନିୟମ ନେଇ ହେବ ଜୋର୍ଦାର୍ ଧରପଗଡ଼ । ଉଲଂଘନକାରୀଙ୍କୁ ଆଉ ମିଳିବ ନାହିଁ ନିସ୍ତାର । ଭୁବନେଶ୍ୱରରେ ଟ୍ରାଫିକ କ୍ଷେତ୍ରରେ ଲାଗୁ ହେବ ଟ୍ରିପଲ-E । ଏଜୁକେସନ, ଏନ୍ଫୋର୍ସମେଣ୍ଟ ଏବଂ ଇଞ୍ଜିନିୟରିଂ । ଶିକ୍ଷା ଦ୍ୱାରା ସମସ୍ତେ ସଚେତନ ହେବେ । ଏନଫେର୍ସମେଣ୍ଟ ଫଳରେ ନିୟମ ଲାଗୁ କରାଯାଇପାରିବ ଏବଂ ଇଞ୍ଜିନିୟରିଂ ମାଧ୍ୟମରେ ନୂଆ ରଣ କୌଶଳ ଆପଣାଯାଇ ପାରିବ ।
https://nandighoshatv.comfrom-first-december-traffic-rules-may-be-tight-in-odisha-again/
ମଦ୍ୟପ ଡ୍ରାଇଭରଙ୍କ ଉପରେ ପୋଲିସ ଅଧିକ ନଜର ରଖିବ । ନୂଆ ନିୟମ ଲାଗୁ ପରେ ଲୋକେ ସଚେତନ ହୋଇଛନ୍ତି । ଓଡ଼ିଶାରେ ଗତ ୩ ମାସରେ ୧୬ ପ୍ରତିଶତ ଦୁର୍ଘଟଣା କମିଛି । ମୋଟର ଯାନ ନିୟମକୁ ମାନିବା ପାଇଁ ଇନଚାର୍ଜ ପୋଲିସ ଡିଜି ଲୋକଙ୍କୁ ଅପିଲ କରିଛନ୍ତି । ଡିସେମ୍ବର ପହିଲାରେ ତିନି ମାସର ଡେଡ୍ ଲାଇନ୍ ସରୁଥୁବାରୁ ଆର୍ଟିଓରେ ପୁଣି ଲାଗିଲାଣି ଭିଡ଼ । ସମୟ ଦେବା, ସଚେତନ କରାଯିବା ଏବଂ ଆର୍ଟିଓରେ ଅଧିକ ସମୟ ଦିଆଯିବା ସତ୍ୱେ ଲୋକେ ସଂପୂର୍ଣ୍ଣ ସୁଧୁରି ନଥିବା ଏଥିରୁ ଜଣାପଡୁଛି । ଡିଏଲ୍ ଆବେଦନ ପାଇଁ ଆର୍ଟିଓ ଅଫିସ୍ରେ ବଢୁଛି ଲୋକଙ୍କ ଭିଡ଼ । ଆର୍ଟିଓ କର୍ମଚାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ଝାଳନାଳ ହେଉଛନ୍ତି । ଆରଟିଓରେ ଭିଡ଼ ରହୁଥିବାରୁ ଆହୁରି ଅଧିକ କାଉଣ୍ଟର ଖୋଲିବାର ଆବଶ୍ୟକତା ଥିବା ଆବେଦନକାରୀ କହିଛନ୍ତି । ଅନ୍ୟପକ୍ଷରେ ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ଦୁର୍ଘଟଣା କମିଛି । ଗତ ୩ ମାସରେ ଓଡ଼ିଶାରେ ୧୬ ପ୍ରତିଶତ କମିଛି ଦୁର୍ଘଟଣା । ତେବେ

ସେୟାର ବଜାରରେ ପ୍ରବଳ ଉତ୍ସାହ, ୪୧ ହଜାର ଟପିଲା ସୂଚକାଙ୍କ
ମୁମ୍ବାଇ : ମଙ୍ଗଳବାର ସକାଳୁ ସକାଳୁ ସେୟାର ବଜାରରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ସେନସେକ୍ସରେ ସର୍ବକାଳୀନ ରେକର୍ଡ ହୋଇଛି । କାରବାର ଆରମ୍ଭରୁ ୨ ଶହ ପଏଣ୍ଟ ବୃଦ୍ଧି ପାଇ ୪୧ ହଜାର ୧୦୦ ଟପିଛି ସୂଚକାଙ୍କ । ୧୨,୧୨୬ ପଏଣ୍ଟରେ ପହଞ୍ଚିଛି ନିଫଟି । ଗତକାଲିଠାରୁ ସେୟାର ବଜାରରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ବ୍ୟାଙ୍କିଂ ଓ ଫ୍ୟୁଚର ଇନଭେଷ୍ଟମେଣ୍ଟରେ ଅଧିକ ନିବେଶ ଦେଖିବାକୁ ମିଳିଛି ।
https://nandighoshatv.comsensex-soars-record-high/
ଗତକାଲି ମଧ୍ୟ ସେୟାର ମାର୍କେଟରେ ଭଲ ବୃଦ୍ଧି ଘଟିଥିଲା । ୫୩୦ ପଏଣ୍ଟ ବୃଦ୍ଧି ପାଇ ୪୦ ହଜାର ୮୮୯ରେ ବନ୍ଦ ହୋଇଥିଲା ବଜାର। ଗତକାଲି ମଧ୍ୟ କାରବାର ଆରମ୍ଭରୁ ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଦିପହରରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ୪୦,୯୩୧.୭୧ ସହ ଅଲ ଟାଇମ୍ ହାଇ ରେକର୍ଡ କରିଥିଲା । ଯାହା ସେନସେକ୍ସ ଇତିହାସରେ ପ୍ରଥମ ଘଟଣାଥିଲା । ତେବେ ଆଜି ଏହା ୪୧ ହଜାର ଟପିଛି । ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ୧୬୪.୬୦ ପଏଣ୍ଟ ସହ ୧୨,୦୭୯ରେ ଗତକାଲି ବନ୍ଦ ହୋଇଥିଲା ।
ଧଳା ଚାଦରରେ ଘୋଡ଼େଇ ହେଲା ବ୍ଲାକ୍ ପାଗୋଡ଼ା
ପୁରୀ : ମଙ୍ଗଳବାରର ଶୀତୁଆ ସକାଳରେ ଘନ କୁହୁଡ଼ିର ପରଶ । ଚାରିଆଡେ ବିଛେଇ ହୋଇ ପଡ଼ିରହିଛି କୁହୁଡି, ସୃଷ୍ଟି କରିଛି ଧଳା ଚାଦରର ଭ୍ରମ । ଓଡ଼ିଶାର ପ୍ରମୁଖ ଭାସ୍କର୍ଯ୍ୟଥିବା ସୂର୍ଯ୍ୟମନ୍ଦିର, କୋଣାର୍କ ଆଉ ଦେଖାଯାଉନି । ସକାଳୁ ସକାଳୁ କୋଣାର୍କରେ ଏତେ କୁହୁଡ଼ି ହୋଇଥିଲା ଯେ, ସୂର୍ଯ୍ୟମନ୍ଦିର ଅଛି କି ନାହିଁ ଜଣାପଡୁନଥିଲା ।

ଚାରିଆଡେ କୁହୁଡ଼ି ଭରି ହୋଇ ରହିଥିଲା । ମନ୍ଦିରକୁ ପାଖକୁ ଗଲେ ହିଁ ଦୃଶ୍ୟମାନ ହେଉଥିବା ବେଳେ ଗେଟ୍ ପାଖରୁ ଦେଖିଲେ କିଛି ନଥିବା ଭଳି ମନେହେଉଥିଲା । ପ୍ରକୃତିର ଏ ବିଚିତ୍ର ଦୃଶ୍ୟ ଥିଲା ଖୁବ୍ ନିଆରା । କେହି କେହି କୋଣାର୍କରେ କହୁଥିଲେ କୁହୁଡି ଢାଙ୍କିଛି, ସୂର୍ଯ୍ୟ ଆସିଲେ ଧଳା ଚାଦର ଆପେ ଆପେ ଖୋଲି ହେଇଯିବ । ରାତି ୩ଟାରୁ କୁହୁଡି ସକାଳ ୮ଟା ଯାଏଁ ରହିଥିଲା କୋଣାର୍କରେ ।