LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
Search
Nandighosha TV
Nandighosha TV
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
More
Search
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
More
Home
Blog
Page 7797
ବାଂଲାଦେଶ ବିପକ୍ଷ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ । ୩ ମ୍ୟାଚ ବିଶିଷ୍ଟ T20 ସିରିଜ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ।୨ଟି ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା । T20 ରେ ବିରାଟଙ୍କୁ ବିଶ୍ରାମ, ରୋହିତଙ୍କୁ ଅଧିନାୟକ ଦାୟିତ୍ୱ ।
ତାଜା ଖବର
sitakanta dash
-
October 24, 2019
0
ପାତାଳରେ ମିଳୁଛି ମନଲୋଭା ଖାଦ୍ୟ, ଖାଇବାକୁ ଇଚ୍ଛା ତ ପଢ଼ନ୍ତୁ ଏହି ଖବର
ସ୍ୱତନ୍ତ୍ର
Nandighosha Tv
-
October 24, 2019
0
ଡିଗ୍ରୀଧାରୀଙ୍କୁ ମିଳିବନି ଚାକିରି, ସବୁ ଚାକିରି ଖାଇଯିବ ରୋବୋଟ୍
ସ୍ୱତନ୍ତ୍ର
Nandighosha Tv
-
October 24, 2019
0
୫ଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ।ଢେଙ୍କାନାଳ,କେନ୍ଦୁଝର,କଟକ,ଖୋର୍ଦ୍ଧା ଓ ପୁରୀକୁ ରେଡ୍ ଆଲର୍ଟ।ପ୍ରବଳ ବର୍ଷା ସମ୍ଭାବନା ନେଇ ୧୦ଟି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି।ସୁନ୍ଦରଗଡ଼,ସମ୍ୱଲପୁର,ବୌଦ୍ଧ,କନ୍ଧମାଳ,ଗଜପତିକୁ ୟେଲୋ ଓ୍ୱାର୍ଣ୍ଣିଂ। ଆସନ୍ତାକାଲି ପରେ ବର୍ଷା ପରିମାଣ କମିବା ସମ୍ଭାବନା।
ତାଜା ଖବର
sitakanta dash
-
October 24, 2019
0
ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ଛୁଟି । ବର୍ଷା କାରଣରୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ ।
ତାଜା ଖବର
sitakanta dash
-
October 24, 2019
0
ଗଞ୍ଜେଇ ଚାଷର ମୂଳୋତ୍ପାଟନ ପାଇଁ ଓଡିଶା ପୋଲିସର ବ୍ଲୁ ପ୍ରିଣ୍ଟ । ନକ୍ସଲ ପ୍ରଭାବିତ ଅଞ୍ଚଳରେ ଗଞ୍ଜେଇ ଚାଷକୁ ନିପାତ କରିବାକୁ ଲକ୍ଷ୍ୟ । ବର୍ତ୍ତମାନ ସୁଦ୍ଧା ୧୧ ହଜାର ୬୨୭ ହେକ୍ଟର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବାରେ ସଫଳ ହୋଇଛି ଓଡ଼ିଶା ପୋଲିସ । ସମସ୍ତ ଜିଲ୍ଲାର ଏସପି ଓ ତଦନ୍ତକାରୀ ସଂସ୍ଥାମାନଙ୍କୁ ଆଲର୍ଟ କରାଯାଇଥିବା ସୂଚନା ଦେଇଛନ୍ତି ଡିଜିପି ।
ତାଜା ଖବର
sitakanta dash
-
October 24, 2019
0
ପୁରୀକୁ ରେଡ୍ ଓ୍ୱାର୍ଣ୍ଣିଂ: ବଡ଼ଦାଣ୍ଡରେ ଲହଡ଼ି ମାରୁଛି ପାଣି
ଓଡ଼ିଶା
Nandighosha Tv
-
October 24, 2019
0
ଟେନିସ୍ କୋର୍ଟରେ ଗବେଷଣା, ବିଦେଶରୁ ବି ସାଉଣ୍ଟୁଛନ୍ତି ପ୍ରଶଂସା
ଓଡ଼ିଶା
ଖେଳ
Dhananjaya das
-
October 24, 2019
0
ଟ୍ରେନ୍ରେ ବାଣ ନେଲେ ୩ ବର୍ଷ ଜେଲ୍
ଓଡ଼ିଶା
Nandighosha Tv
-
October 24, 2019
0
ଭୁବନେଶ୍ୱର ବିମାନ ବନ୍ଦର ଅଞ୍ଚଳରେ ୭୪ ମିମି ବର୍ଷା ରେକର୍ଡ । ଗତ ୬ ଘଣ୍ଟା ମଧ୍ୟରେ ୭୪ ମିମି ବର୍ଷା ହୋଇଥିବା ସୂଚନା । ଟ୍ୱିନସିଟିରେ ବର୍ଷା ଜାରି ରହିବା ନେଇ ସତର୍କ କଲା ପାଣିପାଗ କେନ୍ଦ୍ର ।
ତାଜା ଖବର
sitakanta dash
-
October 24, 2019
0
1
...
7,796
7,797
7,798
...
7,849
Page 7,797 of 7,849