LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
Search
Nandighosha TV
Nandighosha TV
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
More
Search
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
More
Home
Blog
Page 7886
ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଠାରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ମୃତ । ଜଣେ ଗୁରୁତର ।
ତାଜା ଖବର
Nandighosha Tv
-
October 18, 2019
0
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛନ୍ଦି ହୋଇଛନ୍ତି ନିର୍ବାହୀ ଯନ୍ତ୍ରୀ ଓ ସଂସ୍କୃତି ବିଭାଗ ଅଧିକାରୀ । ଢେଙ୍କାନାଳ ସଂସ୍କୃତି ଅଧିକାରୀ ସୁକ୍ରୁ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ଟିମର ଚଢ଼ାଉ । ବାଲେଶ୍ୱର ଡ୍ରେନେଜ୍ ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ ବସନ୍ତ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ।
ତାଜା ଖବର
Nandighosha Tv
-
October 18, 2019
0
ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ ଓ ସଂସ୍କୃତି ଅଧିକାରୀ
ଓଡ଼ିଶା
ମୁଖ୍ୟ ଖବର
Nandighosha Tv
-
October 18, 2019
0
ଘାଟିରେ ଓଲଟିଲା ବସ୍ : ୨୦ ଆହତ, ୬ ଗୁରୁତର
ଓଡ଼ିଶା
ମୁଖ୍ୟ ଖବର
Nandighosha Tv
-
October 18, 2019
0
ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁକୁ ଏନକାଉଣ୍ଟର
ଓଡ଼ିଶା
ମୁଖ୍ୟ ଖବର
Nandighosha Tv
-
October 18, 2019
0
ଟ୍ରେନ୍ ରେ କଟି ଯୁବତୀଙ୍କ ମୃତ୍ୟୁ । ମୃତକଙ୍କ ନାମ ମାମିନା ପ୍ରଧାନ । ଯୁବତୀ ଜଣଙ୍କ ନିମାପଡା ଗୋପ ଅଂଚଳର ବୋଲି ଜଣାପଡିଛି । ଘଟଣା ସ୍ଥଳରୁ ମୋବାଇଲ ଓ ଭ୍ୟାନିଟି ବ୍ୟାଗ ଜବତ । ରେଳବାଇ ପୋଲିସ୍ ତଦନ୍ତ କରୁଛି ।
ତାଜା ଖବର
Nandighosha Tv
-
October 18, 2019
0
ଆଜି ବିଜେପୁର ଦେଖିବ ହାଇଭୋଲଟେଜ୍ ପ୍ରଚାର । ଗାଇସିଲଟ୍ ବ୍ଲକରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ବରପାଲି ଓ ବିଜେପୁର ବ୍ଲକରେ କେନ୍ଦ୍ରମନ୍ତ୍ରୀ କରିବେ ରୋଡ୍ ସୋ’ ।
ତାଜା ଖବର
Nandighosha Tv
-
October 18, 2019
0
ଗଜପତି:ମାର୍ଲଭା ଘାଟିର ତିତିସିଂ ନିକଟରେ ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ଇସ୍ପାତ ନାମକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣା ସ୍ଥଳରେ ଖଜୁରିପଦା ପୋଲିସ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବସରେ ପ୍ରାୟ ୧୫ ରୁ ୨୦ ଯାତ୍ରୀ ରହିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।
ତାଜା ଖବର
Nandighosha Tv
-
October 18, 2019
0
ପିପିଲି ବିଦ୍ୟାଧରପୁରରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ପ୍ରଧାନଙ୍କୁ ବିଳମ୍ୱିତ ରାତିରେ ଏନକାଉଣ୍ଟର । ଆହତ ଭାଗୁ ମେଡିକାଲରେ ଭର୍ତ୍ତି । ଭାଗୁ ନାଁରେ ୨୦ରୁ ଅଧିକ ଅପରାଧିକ ମାମଲା
ତାଜା ଖବର
Nandighosha Tv
-
October 18, 2019
0
ପ୍ରକାଶ ପାଇଲା ୨୦୧୯ ବର୍ଷ ପାଇଁ ଭାରତ ଇନୋଭେସନ୍ ସୂଚକାଙ୍କ
ଓଡ଼ିଶା
Nandighosha Tv
-
October 17, 2019
0
1
...
7,885
7,886
7,887
...
7,900
Page 7,886 of 7,900