ଅସୁରକ୍ଷିତ ଡାକ୍ତର !

1 min read

ପୁଣି ଡାକ୍ତରଙ୍କୁ ଆକ୍ରମଣ ।  ଓଟି ଭିତରେ ପଶି ଡାକ୍ତରଙ୍କୁ ଆକ୍ରମଣ ଅଭିଯ଼ୋଗ । ବୁର୍ଲା ମେଡିକାଲରୁ ଆସିଛି ଏଭଳି ଖବର । ସୂଚନା ଅନୁଯାୟୀ  ନ୍ୱୁରୋଲୋଜି ବିଭାଗ ଡାକ୍ତର ଓଟିରେ କାର୍ଯ୍ୟରତ ଥିବାବେଳେ ଦୁଇ ଅଜଣା ଯ଼ୁବକ ହଠାତ୍‌ ଭିତରକୁ ପଶି ଆକ୍ରମଣ କରିଥିଲେ । ପରେ ଦୁର୍ବୃତ୍ତ ମେଡିକାଲର ଏକ ରୁମ୍‌ରେ ଡାକ୍ତରଙ୍କୁ ବନ୍ଦି କରି ରଖିଥିଲେ । ହେଲେ ପାଟି ଶୁଣି ଡାକ୍ତରଙ୍କୁ ଉଦ୍ଧାର କରିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ । ତେବେ ଛାତ୍ରଛାତ୍ରୀଙ୍କୁ ଦେଖି ଘଟଣା ସ୍ଥଳରୁ ଚମ୍ପଟ ମାରୁଥିବା ବେଳେ ଜଣକୁ କାବୁକରି ପୋଲିସ ଜିମା ଦିଆଯାଇଛି । ଫେରାର ଅଭିଯ଼ୁକ୍ତକୁ ଅତିଶୀଘ୍ର ଗିରଫ ଦାବିରେ ମେଡିକାଲ ଫାଣ୍ଡିକୁ ଛାତ୍ରଛାତ୍ରୀ ଘେରାଉ କରିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ମେଡିକାଲାରେ ଦୁଇ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି । ')}

Leave a Reply