ଖୋର୍ଦ୍ଧା ଜଟଣୀ ବାଇପାସ୍ ଓଭର ବ୍ରିଜ୍ ଉପରେ ବସ୍-ଟ୍ରକ୍ ଧକ୍କା

1 min read

ଖୋର୍ଦ୍ଧା: ଖୋର୍ଦ୍ଧା ଜଟଣୀ ବାଇପାସ୍ ଓଭର ବ୍ରିଜ୍ ଉପରେ ବସ୍-ଟ୍ରକ୍ ଧକ୍କା । ମୋ ବସ୍‌ ସହ ଟ୍ରକ ଧକ୍କାରେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଟ୍ରକ୍ ଡ୍ରାଇଭର ଚାପି ହୋଇ ରହିଥିବା ସୂଚନା । ଗୁରୁତର ଯାତ୍ରୀଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ, ଓଡ୍ରାଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।