ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ ଓ ଅନ୍ୟ ପଛୁଆ ବର୍ଗଙ୍କ ଜନଗଣନା ନେଇ ଦାବି କରିବ ଓଡ଼ିଶା

ଭୁବନେଶ୍ୱର: ମହାରାଷ୍ଟ୍ର ପରେ ଓଡିଶା। ୨୦୨୧ ଜନଗଣନା ସହ ରାଜ୍ୟର ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ ଏବଂ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ମିଳିତ ଭାବେ ଗଣନା କରିବାକୁ କେନ୍ଦ୍ର ନିକଟରେ ଦାବି କରିବ ଓଡ଼ିଶା। ମହାରାଷ୍ଟ୍ର ସକରାର ବିଧାନସଭାରେ ସଂକଳ୍ପ ପାରିତ କରିଥିବା ବେଳେ ଓଡିଶା ସରକାର କ୍ୟାବିନେଟ୍‌ରେ ଏହି ସଂକଳ୍ପ ପାରିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏନେଇ ସଂକଳ୍ପ ଗୃହୀତ ହୋଇଛି। ତେବେ ଏହାଦ୍ଵାରା ରାଜ୍ୟକୁ କ’ଣ ଫାଇଦା … Continue reading ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ ଓ ଅନ୍ୟ ପଛୁଆ ବର୍ଗଙ୍କ ଜନଗଣନା ନେଇ ଦାବି କରିବ ଓଡ଼ିଶା