ତାଜା ଖବର ଲଣ୍ଡନର ଏକ ଟ୍ରକ୍ କଣ୍ଟେନରରୁ ୩୯ ମୃତଦେହ ଉଦ୍ଧାର । ଇଷ୍ଟ ଲଣ୍ଡନ ପୋଲିସ ଘଟଣାର ତଦନ୍ତ କରୁଛି । October 23, 2019 ')}
ତାଜା ଖବର BCCIର ନୂଆ ଟିମ୍ ନେବ ଶପଥ । ଆଜିଠୁ ସୌରଭ ଗାଙ୍ଗୁଲି ସମ୍ଭାଳିବେ BCCI । ଅଧ୍ୟକ୍ଷ ଭାବେ ଔପଚାରିକ ଘୋଷଣା ସହ କାର୍ଯ୍ୟଭାର ନେବେ । October 23, 2019 ')}
ତାଜା ଖବର ନଭେମ୍ବର ୧୨ ତାରିଖରୁ ଆରମ୍ଭ ହେବ କଟକର ପ୍ରସିଦ୍ଧ ବାଲିଯାତ୍ରା । ଆଜିଠାରୁ କଟକରେ ଆରମ୍ଭ ହେଲା ବାଲିଯାତ୍ରା ପାଇଁ ପ୍ଲଟ ବିକ୍ରୀ । ବ୍ୟବସାୟୀ ସଂଘ ଓ ପ୍ରଶାସନର ମିଳିତ ଉଦ୍ୟମରେ ହେଉଛି ପ୍ଲଟ ବିକ୍ରୀ । ଏବର୍ଷ ସ୍କୋୟାରଫୁଟ୍ ପିଛା ୩୫ ଟଙ୍କା ଦର ଧାର୍ଯ୍ୟ ହୋଇଛି । ୬୦୦ରୁ ଅଧିକ ବ୍ୟବସାୟୀ ନେବେ ଚଳିତବର୍ଷ ଷ୍ଟଲ । October 23, 2019 ')}
ତାଜା ଖବର ଡ୍ରୋନରେ କଏଦ ହେଲା ଶ୍ରୀମନ୍ଦିରର ବ୍ଲୁ ପ୍ରିଣ୍ଟ୍ । ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍ କ୍ୟାମେରା । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ନେଇ ବ୍ୟାନ୍ ହୋଇଥିଲା । ଶ୍ରୀମନ୍ଦିରରୁ ସମୁଦ୍ର ପର୍ଯ୍ୟନ୍ତ ବିନା ଦ୍ୱିଧାରେ ଉଡିଛି ଡ୍ରୋନ୍ । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଶ୍ରୀମନ୍ଦିର ଓ ଭିତର ବେଢାର ଦୃଶ୍ୟ । October 23, 2019 ')}
ତାଜା ଖବର ସୁନ୍ଦରଗଡ଼ ଲାଠିକଟାର ଘରୋଇ ସ୍କୁଲରେ ୫ ଛାତ୍ରୀ ଅସୁସ୍ଥ । ଦୁଇ ଛାତ୍ରୀଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ପଠାଗଲା । ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇଥିବା ସୂଚନା । October 23, 2019 ')}
ତାଜା ଖବର ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି । ଉତ୍ତରରୁ ଉପକୂଳ ପ୍ରବଳ ବର୍ଷୁଛି । ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା । October 23, 2019 ')}
ତାଜା ଖବର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ନିଯୁକ୍ତ ହେଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ଡି.ଏସ କୁଟ୍ଟେ, ଏବେ ସେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ କାର୍ଯ୍ୟ କରୁଛନ୍ତି October 23, 2019 ')}
ତାଜା ଖବର ନନ୍ଦନକାନନ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ ଲୁଟ୍ । ସିସିଟିଭି କ୍ୟାମେରା ଭାଙ୍ଗିବା ସହ ମେସିନ ଟେକିନେଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ନନ୍ଦନକାନନ ପୋଲିସର ତଦନ୍ତ ଆରମ୍ଭ । October 23, 2019 ')}
ତାଜା ଖବର ଗଞ୍ଜାମ ଜିଲ୍ଲାପାଳଙ୍କ ଘୋଷଣା, ଗୁଣି ଗାରେଡି ଓ ଭୂତ ପ୍ରେତ ଲାଗିବା ଘଟଣାରେ ବଳିଷ୍ଠ ପ୍ରମାଣ ଦେଲେ ମିଳିବ ୫୦ ହଜାର ଟଙ୍କାର ପୁରସ୍କାର October 23, 2019 ')}
ତାଜା ଖବର କଟକ : ପୁଣି ଅଲୋଡା ହେଲା ଶିଶୁକନ୍ୟା । ସୂତାହାଟ ଅଳିଆ ଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର । ଉଦ୍ଧାର ଶିଶୁକନ୍ୟାଟି ଜୀବିତ ଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ଦ୍ୱାରା ଶିଶୁକନ୍ୟା ଉଦ୍ଧାର । ଶିଶୁକନ୍ୟା କଟକ ଶିଶୁ ଭବନରେ ଭର୍ତ୍ତି । ଶିଶୁର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା । October 22, 2019 ')}