ତାଜା ଖବର ଆଜିଠୁ ରାଜ୍ୟରେ ଅନଲକ ଟୁ… ରାତି ୯ଟାରୁ ସକାଳ ୫ ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ…୧୦ଟି ଉପକୂଳ ଜିଲ୍ଲାରେ ସାପ୍ତାହିକ ସଟଡାଉନ୍ ବଳବତ୍ତର July 1, 2020 ଆଜିଠୁ ରାଜ୍ୟରେ ଅନଲକ ଟୁ… ରାତି ୯ଟାରୁ ସକାଳ ୫ ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ...୧୦ଟି ଉପକୂଳ ଜିଲ୍ଲାରେ ସାପ୍ତାହିକ ସଟଡାଉନ୍ ବଳବତ୍ତର
ତାଜା ଖବର ଆଜିଠାରୁ ଖୋଲିବ ବାର ଏବଂ ମଦ ଦୋକାନ, କିନ୍ତୁ ବାରରେ ବସି ଝୁମି ଝୁମି ମଦ ପିଇବାର ଆଉ ମଜା ମିଳିବ ନାହିଁ July 1, 2020
ତାଜା ଖବର ଗଞ୍ଜାମରେ ପୁଣି ୧୦୨ କରୋନା ସଂକ୍ରମିତ ଚିହ୍ନଟ, ଦୋକାନ ଖୋଲିଲେ ମାସେ ଦୋକାନ ବନ୍ଦ ସହ ହଜାରେ ତଣ୍ଡ July 1, 2020
ତାଜା ଖବର ଆଜି ସରିବ ଅନଲକ୍ ୧.୦ । କାଲିଠୁ ଲାଗୁ ହେବ ଅନଲକ୍-୨ । କେନ୍ଦ୍ର ସରକାର ଜାରି କଲେ ଗାଇଡଲାଇନ୍ । ରାତି ୧୦ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ…ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ସ୍କୁଲ କଲେଜ । June 30, 2020
ତାଜା ଖବର କୋଭିଡ୍ ମୁକାବିଲା ନେଇ ନବୀନଙ୍କ ୯’ ସୂତ୍ରୀ ଫର୍ମୁଲା । ପଞ୍ଚାୟତରେ କୋଭିଡ କେୟାର କମିଟି ଗଠନ ନେଇ ଦେଲେ ନିର୍ଦ୍ଦେଶ, ସାମାଜିକ ଦୂରତା ଉଲ୍ଲଂଘନକାରୀ ଓ ମାସ୍କ ପିନ୍ଧି ନଥିବା ଲୋକଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ । June 30, 2020
ତାଜା ଖବର ପୁଣି ବିବାଦରେ ବୁର୍ଲା ମେଡିକାଲ । ରକ୍ତ ପାଇଁ ରୋଗୀଙ୍କଠାରୁ ନିଆଯାଉଛି ଟଙ୍କା । ଶୋଷଣର ଶିକାର ହେଉଛନ୍ତି ରୋଗୀ ଓ ସଂପର୍କୀୟ । June 30, 2020