ତାଜା ଖବର ଫାଶୀ ଉପରେ ରହିତାଦେଶ ନେଇ ନିର୍ଭୟା ଦୋଷୀଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କଲେ ପଟିଆଲା ହାଉସ କୋର୍ଟ । March 19, 2020
ତାଜା ଖବର ରାଜଧାନୀରେ ସଂଧ୍ୟା ପରେ ହାଟ ବନ୍ଦ… କରୋନା ପାଇଁ ସତର୍କତା, ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଖୋଲିବ ହାଟ, ସେପଟେ ଏପ୍ରିଲ ୧୫ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଯାଜପୁର ମା ବିରଜାଙ୍କ ମନ୍ଦିର । March 18, 2020
ତାଜା ଖବର ମହଙ୍ଗା ପଡ଼ିଲା ଗୁଜବ… ବନ୍ଧାହେଲେ ତାଳଚେରର ଯୁବକ, ସୋସିଆଲ ମିଡିଆରେ କରୋନା ନେଇ କରିଥିଲେ ଅପପ୍ରଚାର, ସିଙ୍ଗଡ଼ା ଗାଁର ଯୁବକଙ୍କୁ ଗିରଫ କଲା ପୋଲିସ, କାଲି କେନ୍ଦ୍ରାପଡାରୁ ଗିରଫ ହୋଇଥିଲେ ୪ । March 18, 2020
ତାଜା ଖବର ଥମୁନି ମଧ୍ୟପ୍ରଦେଶ ମହାନାଟକ… ବିଦ୍ରୋହୀଙ୍କୁ ମନାଇବାକୁ ବେଙ୍ଗାଲୁରୁରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ, ହୋଟେଲ୍ ଆଗରେ ଦେଲେ ଧାରଣା, ସେପଟେ ଫ୍ଲୋର ଟେଷ୍ଟ ନେଇ ସୁପ୍ରିମକୋର୍ଟରେ ଶୁଣାଣି । March 18, 2020
ତାଜା ଖବର ସଙ୍କଟରେ ଗଜରାଜ… ଖୋର୍ଦ୍ଧା ଟାଙ୍ଗୀ ରେଞ୍ଜ ବାବିଲି ମୌଜାରେ ଯନ୍ତ୍ରଣାରେ ଛଟପଟ ହେଉଛି ହାତୀ, ଜଗିଛି ଦନ୍ତା… ସେପଟେ ନନ୍ଦନକାନନରେ କଲରାପତରିଆ ବାଘର ମୃତ୍ୟୁ । March 18, 2020
ତାଜା ଖବର କାଲିଠୁ ମାଟ୍ରିକ ଖାତା ମୂଲ୍ୟାୟନ… ୬୧ କେନ୍ଦ୍ରରେ ଯୋଗ ଦେଉଛନ୍ତି ୧୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀ… କରୋନା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା… ସେପଟେ ଚାଲିଛି ସିବିଏସଇ ବୋର୍ଡ ପରୀକ୍ଷା । March 18, 2020
ତାଜା ଖବର କରୋନା ପାଇଁ ସତର୍କତା… ରାଜଧାନୀରେ ସଂଧ୍ୟା ପରେ ହାଟ ବନ୍ଦ, ସାନିଟାଇଜର ଓ ମାସ୍କ କଳାବଜାରୀ ଅଭିଯୋଗରେ ସହିଦନଗରରେ ରେଡ୍, ସିଲ୍ ହେଲା ଗେଷ୍ଟହାଉସ୍ । March 18, 2020
ତାଜା ଖବର ଆମେରିକାରୁ ଆସୁଛନ୍ତି ଗୀତା ମେହେଟ୍ଟା, କୋଭିଡ-୧୯ରେ ପଞ୍ଜିକରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । March 18, 2020
ତାଜା ଖବର ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୧କୁ ବୃଦ୍ଧି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା । March 18, 2020 ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୧କୁ ବୃଦ୍ଧି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ।
ତାଜା ଖବର କାୟା ମେଲୁଛି କରୋନା… କୋଲକାତାରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ, ଲଦ୍ଦ।ଖରେ ଯବାନଙ୍କୁ କରୋନା, ଇଟାଲୀରେ ମୃତ୍ୟୁ ସଂଖ୍ୟା ୨୫ ଶହ ପାର୍… ସେପଟେ ବିଦେଶ ଫେରନ୍ତାଙ୍କୁ ନାଁ ପଂଜୀକୃତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ । March 18, 2020