ତାଜା ଖବର ରାଫେଲ ପ୍ରସଙ୍ଗରେ କଂଗ୍ରେସ ଓ ରାହୁଲ ଗାନ୍ଧୀ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ବିଜେପିର ଦାବି । ଆସନ୍ତାକାଲି ରାଜ୍ୟ ସମତେ ସାରା ଦେଶରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବ ବିଜେପି । ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂହଙ୍କ ସୂଚନା । November 15, 2019 ')}
ତାଜା ଖବର ମୁମ୍ବାଇ : ଏନସିପି ନେତା ଶରଦ ପାଓ୍ୱାରଙ୍କ ପ୍ରତିକ୍ରିୟା, ମହାରାଷ୍ଟ୍ରରେ ସରକାର ଗଠନ ନେଇ ପ୍ରକ୍ରିୟା ଆରମ୍ଭ । ସରକାର ପୂର୍ଣ୍ଣକାଳ ୫ ବର୍ଷ ଯାଏଁ କାର୍ଯ୍ୟ କରିବ । ଶିବସେନାକୁ ଏନସିପି ପୂର୍ଣ୍ଣକାଳ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ରାଜିଥିବା ନେଇ ଚର୍ଚ୍ଚା ଜୋର । November 15, 2019 ')}
ତାଜା ଖବର କଟକ : ଶିଳ୍ପପତି ମହିମା ମିଶ୍ରଙ୍କୁ ଜାମିନ୍ ପ୍ରଦାନ କଲେ ଓଡ଼ିଶା ହାଇକୋର୍ଟ । ପାରାଦୀପରେ ସିଓ୍ୱେଜ୍ ସିପିଂ କଂପାନୀର ଜେନେରାଲ୍ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମିଳିଲା ଜାମିନ୍ । November 14, 2019 ')}
ତାଜା ଖବର ବୁଲବୁଲ୍ କ୍ଷୟକ୍ଷତି ଆକଳନ ନେଇ ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । ମଧ୍ୟାହ୍ନରେ ଭଦ୍ରକ ଯାଇ କ୍ଷୟକ୍ଷତିର କରିବେ ଆକଳନ । ଆସନ୍ତାକାଲି କେନ୍ଦ୍ରାପଡ଼ା ଗସ୍ତ କାର୍ଯ୍ୟକ୍ରମ । November 14, 2019 ')}
ତାଜା ଖବର ବାଲେଶ୍ୱର: ଫାଲକନ୍ ମେରାଇନ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ଗ୍ୟାସ୍ ଲିକ୍ ହୋଇ ୧୫୦ରୁ ଅଧିକ ଅସୁସ୍ଥ ଘଟଣା । ଫ୍ୟାକ୍ଟ୍ରିକୁ ସିଲ୍ କଲା ବାଲେଶ୍ୱର ଜିଲ୍ଲା ପୋଲିସ । ଫାଲକନ୍ ମେରାଇନର ୭ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା । ଘଟଣାର ତଦନ୍ତ ପାଇଁ ଶ୍ରମମନ୍ତ୍ରୀଙ୍କ ନିର୍ଦ୍ଦେଶ । November 14, 2019 ')}
ତାଜା ଖବର ଜଳେଶ୍ୱର: କମର୍ଦ୍ଦା ଥାନା ରାଣିଗୁଡା ଗାଁରେ ୧୦ ବର୍ଷର ନାବାଳକକୁ ଭୂତ ଲାଗୁଥିବା କହି ଗୁଣିଆର ମାଡ଼ ଘଟଣା । ଗୁଣିଆ ଦମ୍ପତିଙ୍କୁ ଗିରଫ କଲା କମର୍ଦ୍ଦା ଥାନା ପୋଲିସ । November 14, 2019 ')}
ତାଜା ଖବର ଲେମନ ଟିଭି ଏଣ୍ଟରଟେନମେଣ୍ଟ ପ୍ରା.ଲିଃର ପୂର୍ବତନ ନିର୍ଦ୍ଦେଶକ ମହମ୍ମଦ ଆରିଫକୁ ଗିରଫ କଲା ଇଡି । ଚିଟଫଣ୍ଡ କମ୍ପାନି ଫାଇନ୍ ଇଣ୍ଡିସେଲ ଆକାଉଣ୍ଟରୁ ୨୫ କୋଟି ଟଙ୍କା ଟ୍ରାନ୍ସଫର ଘଟଣାରେ ଗିରଫ । ପୂର୍ବରୁ ହାଜର ପାଇଁ ବାରମ୍ବାର ଇଡିର ସମନ ପରେ ବି ହାଜର ହେଉନଥିଲେ ମହମ୍ମଦ ଆରିଫ । November 14, 2019 ')}
ତାଜା ଖବର ନୂଆଦିଲ୍ଲୀ: ପୁଣି ବଢ଼ିଲା ବାୟୁ ପ୍ରଦୂଷଣ । ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଦିଲ୍ଲୀ-ଏନସିଆରର ସମସ୍ତ ସ୍କୁଲ । November 14, 2019 ')}
ତାଜା ଖବର ଇନ୍ଦୋର ଷ୍ଟାଡିୟମରେ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ବାଂଲାଦେଶର ନିଷ୍ପତ୍ତି । November 14, 2019 ')}
ତାଜା ଖବର କେନ୍ଦୁଝର: ଝୁମ୍ପୁରା ଥାନା ପାଟବିଳାରେ ଡବଲ ମର୍ଡର । ହାଟରୁ ଫେରୁଥିବା ବେଳେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା । କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି । ଶୁକ୍ରବାର ହତ୍ୟା କରି ମାଟିତଳେ ପୋତି ଦେଇଥିଲେ ଦୁର୍ବୃତ୍ତ । November 14, 2019 ')}