ତାଜା ଖବର ସୁନ୍ଦରଗଡ଼ ଲାଠିକଟାର ଘରୋଇ ସ୍କୁଲରେ ୫ ଛାତ୍ରୀ ଅସୁସ୍ଥ । ଦୁଇ ଛାତ୍ରୀଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ପଠାଗଲା । ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇଥିବା ସୂଚନା । October 23, 2019 ')}
ତାଜା ଖବର ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି । ଉତ୍ତରରୁ ଉପକୂଳ ପ୍ରବଳ ବର୍ଷୁଛି । ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା । October 23, 2019 ')}
ତାଜା ଖବର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ନିଯୁକ୍ତ ହେଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ଡି.ଏସ କୁଟ୍ଟେ, ଏବେ ସେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ କାର୍ଯ୍ୟ କରୁଛନ୍ତି October 23, 2019 ')}
ତାଜା ଖବର ନନ୍ଦନକାନନ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ ଲୁଟ୍ । ସିସିଟିଭି କ୍ୟାମେରା ଭାଙ୍ଗିବା ସହ ମେସିନ ଟେକିନେଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ନନ୍ଦନକାନନ ପୋଲିସର ତଦନ୍ତ ଆରମ୍ଭ । October 23, 2019 ')}
ତାଜା ଖବର ଗଞ୍ଜାମ ଜିଲ୍ଲାପାଳଙ୍କ ଘୋଷଣା, ଗୁଣି ଗାରେଡି ଓ ଭୂତ ପ୍ରେତ ଲାଗିବା ଘଟଣାରେ ବଳିଷ୍ଠ ପ୍ରମାଣ ଦେଲେ ମିଳିବ ୫୦ ହଜାର ଟଙ୍କାର ପୁରସ୍କାର October 23, 2019 ')}
ତାଜା ଖବର ରାଉରକେଲା:ଖରିଆବାହାଲ ବସ୍ତିରେ ଥିବା ବେଆଇନ ସ୍କ୍ରାପ ଗୋଦାମରେ ଚଢ଼ଉ । ଗୋଦାମ ମାଲିକ ଓ କର୍ମଚାରୀଙ୍କୁ ଅଟକ ରଖି ପୋଲିସର ପଚରାଉଚରା । ୧୦ ଟ୍ରକ ଚୋରା ସ୍କ୍ରାପ ଜବତ,ପୋଲିସର ତଦନ୍ତ ଜାରି । October 23, 2019 ')}
ତାଜା ଖବର କଟକ ସାଲେପୁର କେନ୍ଦୁପାଟଣା ଛକ ନିକଟରେ ସଡ଼କ ଦୁର୍ଘଟଣା, ୩ ଜଣଙ୍କ ମୃତ୍ୟୁ । ୩ ଜଣ ବାଇକରେ ଯାଉଥିବା ବେଳେ ଅଜଣା ଗାଡ଼ି ସହ ହୋଇଥିଲା ଧକ୍କା । ମୃତ ୩ ଜଣଙ୍କର ପରିଚୟ ମିଳିପାରିନାହିଁ । October 23, 2019 ')}
ତାଜା ଖବର କଟକ:ହାଇକୋର୍ଟ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗ । ଆଜି ଦିନ ୨ଟାରେ ବସିବ ହାଇକୋର୍ଟ ବାର୍ ଆକ୍ସନ କମିଟି ବୈଠକ । ବୈଠକରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଉପରେ ହେବ ଆଲୋଚନା । October 23, 2019 ')}
ତାଜା ଖବର ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ ଗଡପାଟି ଜଂଗଳରେ ଦନ୍ତାହାତୀର ମୃତଦେହ ଠାବ । ଦୁଇଦିନ ହେବ ହାତୀର ମୃତଦେହ ଜଂଗଲରେ ପଡିରହିଥିବା ସ୍ଥାନୀୟ ଲୋକଙ୍କ ସୂଚନା । ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ। October 23, 2019 ')}
ତାଜା ଖବର ଆଜିଠୁ ବିସିସିଆଇରେ ଆରମ୍ଭ ହେଲା ସୌରଭ ଯୁଗ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ହେଲେ ସୌରଭ ଗାଙ୍ଗୁଲି। ୩୯ତମ ଅଧ୍ୟକ୍ଷ ଭାବେ ସୌରଭ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। October 23, 2019 ')}