ତାଜା ଖବର ଜୟପୁର: ଧାନଗଦାରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର । ଗତକାଲି ଲୁଡୁ ଖେଳିବାକୁ ଯାଇ ନିଖୋଜ ଥିଲା । ମୃତକ ଦଶମନ୍ତପୁର ଥାନା ପୁଡୁସିଲ୍ ଗାଁର ରାଜେନ୍ଦ୍ର ମୁଦୁଲିଙ୍କ ଝିଅ । ପୋଲିସର ତଦନ୍ତ । November 30, 2019
ତାଜା ଖବର ମହାରାଷ୍ଟ୍ର: ଧୁଲେ ଭିଞ୍ଚୁର ବ୍ରିଜରୁ ନଦୀକୁ ଖସିଲା ପିକଅପ୍ । ୭ ଜଣଙ୍କ ମୃତ୍ୟୁ, ୨୦ରୁ ଅଧିକ ଆହତ । November 30, 2019
ତାଜା ଖବର ଆନନ୍ଦପୁର: ହାଟଡିହି ବ୍ଲକ ହଦଗଡ଼ ପଞ୍ଚାୟତ ସମିତି ସଭ୍ୟ ନିରଞ୍ଜନ ପାତ୍ର ମୃତ । ରାତିରେ ଶୋଇଥିବା ବେଳେ ସାପ କାମୁଡ଼ିବାରୁ ମୃତ୍ୟୁ ସନ୍ଦେହ । November 30, 2019
ତାଜା ଖବର ଝାଡ଼ଖଣ୍ଡ: ଗୁମଲା ଜିଲ୍ଲା ବିଷ୍ଣୁପୁରରେ ବ୍ରିଜ୍ ଉଡ଼ାଇଦେଲେ ମାଓବାଦୀ । କେହି ମୃତାହତ ହୋଇନଥିବା ଡେପୁଟି କମିଶନର ଶଶୀ ରଞ୍ଜନଙ୍କ ସୂଚନା । November 30, 2019
ତାଜା ଖବର ଧର୍ମଗଡ଼: ଘରେ ବିଦ୍ୟୁତ୍ ସଜାଡ଼ୁ ଥିବା ବେଳେ ତାର ଲାଗି ଜଣେ ମୃତ । ମୃତକ ଧର୍ମଗଡ଼ ଥାନା ରାଜମୋଟର ଗାଁର ସୁଶାନ୍ତ କେତକୀ । November 30, 2019
ତାଜା ଖବର ଭୁବନେଶ୍ୱର: ନନ୍ଦନକାନନରେ ପୁଣି ଆଉ ଏକ ଆନାକୋଣ୍ଡା ମୃତ । ୨ ଦିନ ତଳେ ଅନ୍ୟ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା । ୬କୁ ଖସିଲା ସଂଖ୍ୟା । ରକ୍ତ ଝାଡ଼ା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲା । November 30, 2019
ତାଜା ଖବର ଘଟଗାଁ: ସାନ୍ତାରାପୁର ଗାଁରେ ବନ ବିଭାଗର ଚଢ଼ାଉ । ସ ମିଲ୍ ସରଞ୍ଜାମ ସହ ଅନେକ ମୂଲ୍ୟବାନ କାଠ ଜବତ । ଗ୍ରାମବାସୀଙ୍କ ଆକ୍ରମଣରେ ୩ ବନ କର୍ମଚାରୀ ଆହତ । କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି । November 30, 2019
ତାଜା ଖବର ଭୁବନେଶ୍ୱର : MIO ତୃତୀୟ ପର୍ଯ୍ୟୟ ପାଇଁ କାଉଣ୍ଟ ଡାଉନ । ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ହେବ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ। ଓଡ଼ିଶା ହେବ ଫିଲ୍ମ ସୁଟିଂର ହବ୍ । ରାଜ୍ୟର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥାନରେ ହେବ ବଲିଉଡ ଚଳଚିତ୍ରର ସୁଟିଂ। OFDCର ସ୍ୱତନ୍ତ୍ର ୱେବସାଇଟ ଉନ୍ମଚନ କଲେ ମୁଖ୍ୟମନ୍ତ୍ରୀ । November 30, 2019
ତାଜା ଖବର ଭୁବନେଶ୍ୱର : ରାଜଗାଙ୍ଗପୁର ଓସିଏଲ ସିମେଣ୍ଟ କାରଖାନାର ହେବ ସମ୍ପସରଣ । ଖର୍ଚ୍ଚ ହେବ ୧୯୯୫ କୋଟି ଟଙ୍କା, ୩୬୫ ଲୋକଙ୍କୁ ମିଳିବ ନିଯୁକ୍ତି। ଯାଜପୁରରେ ଇ-ଭେଇକିଲର ଆସେମ୍ବଲ ପ୍ଲାଣ୍ଟ ହେବ । ଶ୍ରୀ ସିମେଣ୍ଟ ବି ଓଡ଼ିଶାରେ କରିବ କାରଖାନା। ଏହାସହିତ ଭିତିପ୍ରସ୍ତର ଦିଆଯାଇଥିବା ୨୨ଟି ଶିଳ୍ପାୟନରେ ନିବେଶ ହେବ ୬୧୦୦ କୋଟି ଟଙ୍କା। November 30, 2019
ତାଜା ଖବର ଆଠଗଡ଼: ଏନ୍ଏଚ୍-୬୫ କନ୍ତୋଲ ବାରବାଟୀ ପୋଖରୀ ରାସ୍ତାରେ ଓଲଟିଲା ଯାତ୍ରା ପାର୍ଟି ଟ୍ରକ୍ । ‘ସାବିତ୍ରୀ’ ଗଣନାଟ୍ୟ ଟ୍ରକ୍ ଓଲଟି ୧୩ ଜଣ ଆହତ, ଆଠଗଡ଼ ମେଡିକାଲରେ ଭର୍ତ୍ତି । ଆହତଙ୍କ ମଧ୍ୟରୁ ୭ ଜଣ ଗୁରୁତର । ସାଲେପୁରରୁ ସମ୍ବଲପୁର ଯାଉଥିଲା ଯାତ୍ରା ପାର୍ଟି ଟ୍ରକ୍ । November 29, 2019