ତାଜା ଖବର ଟ୍ରେନ୍ ରେ କଟି ଯୁବତୀଙ୍କ ମୃତ୍ୟୁ । ମୃତକଙ୍କ ନାମ ମାମିନା ପ୍ରଧାନ । ଯୁବତୀ ଜଣଙ୍କ ନିମାପଡା ଗୋପ ଅଂଚଳର ବୋଲି ଜଣାପଡିଛି । ଘଟଣା ସ୍ଥଳରୁ ମୋବାଇଲ ଓ ଭ୍ୟାନିଟି ବ୍ୟାଗ ଜବତ । ରେଳବାଇ ପୋଲିସ୍ ତଦନ୍ତ କରୁଛି । October 18, 2019 ')}
ତାଜା ଖବର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛନ୍ଦି ହୋଇଛନ୍ତି ନିର୍ବାହୀ ଯନ୍ତ୍ରୀ ଓ ସଂସ୍କୃତି ବିଭାଗ ଅଧିକାରୀ । ଢେଙ୍କାନାଳ ସଂସ୍କୃତି ଅଧିକାରୀ ସୁକ୍ରୁ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ଟିମର ଚଢ଼ାଉ । ବାଲେଶ୍ୱର ଡ୍ରେନେଜ୍ ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ ବସନ୍ତ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । October 18, 2019 ')}
ତାଜା ଖବର ସୁବର୍ଣ୍ଣପୁର:ବିଦ୍ୟୁତ୍ ନେଲା ବାପପୁଅଙ୍କ ଜୀବନ । ସୁବଳୟା ଥାନା ପିତାମହୁଲ ଗାଁ ବାଉରିଜୋର ଜଙ୍ଗଲରେ ଅଘଟଣ । ବାରହା ଶିକାର ପାଇଁ ୨ ପୁଅ ସହ ବାପା ଜଙ୍ଗଲକୁ ଯାଇ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସିଥିଲେ । ବାପା, ବଡ଼ ପୁଅ ମୃତ, ସାନ ଗୁରୁତର । October 18, 2019 ')}
ତାଜା ଖବର ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଠାରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ମୃତ । ଜଣେ ଗୁରୁତର । October 18, 2019 ')}
ତାଜା ଖବର ବିଜେପୁର ଉପନିର୍ବାଚନ:BJD ସୁପ୍ରିମୋ ନବୀନଙ୍କ ୨ୟ ଦିନ ପ୍ରଚାର । ଗାଈସିଲଟ ବ୍ଲକ ତାଲପାଲିରେ ନବୀନଙ୍କ ପ୍ରଚାର ଜୋରଦାର । October 18, 2019 ')}
ତାଜା ଖବର ବ୍ରହ୍ମପୁର ଉପକଣ୍ଠ ଆମ୍ବଗଡ଼ ଠାରେ ସଡ଼କ ଦୁର୍ଘଟଣା, ବସ୍ ଅଟୋକୁ ପିଟିବାରୁ ୬ ଜଣ ଗୁରୁତର । October 17, 2019 ')}