ତାଜା ଖବର

1 min read

ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ହେଉଛି କୋଭିଡ୍‌ ହସପିଟଲ୍‌ । ଢେଙ୍କାନାଳ ଓ ତାଳଚେରରେ ସ୍ଥିତି ଅନୁଧ୍ୟାନ କଲେ 5-ଟି ସଚିବ ଓ ଉନ୍ନୟନ କମିଶନର ।...

ରାଜ୍ୟରେ କରୋନା ନିୟନ୍ତ୍ରଣାଧୀନ । ଗତକାଲିର ସବୁ ରିପୋର୍ଟ ନେଗେଟିଭ୍‌ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୬୦ ।...

1 min read

କରୋନା ମହାସଂକଟରେ ବେହାଲ୍‌ ଆମେରିକା । ଗୋଟିଏ ଦିନରେ ଗଲା ୨୫ଶହ ଲୋକଙ୍କ ଜୀବନ । ୩୪ ହଜାର ଟପିଲା ମୃତ୍ୟୁସଂଖ୍ୟା । ନ୍ୟୁୟର୍କ ହୋଇଛି କୋଭିଡ୍‌-୧୯...

କରୋନା ସଂକଟରେ ବଢିଲା ସହଯୋଗର ହାତ । କଟକରେ ଅସହାୟ ମହିଳାଙ୍କୁ ଖୁଆଇଲେ ମହିଳା ପୋଲିସ ଏସ୍‌ଆଇ ବର୍ଷା ମହାନ୍ତି । କର୍ତ୍ତବ୍ୟର ପରିଧିରୁ ବାହାରି ଦେଲେ...

1 min read

କରୋନା ସଂକଟ ମଧ୍ୟରେ ଦେଶର ଅର୍ଥ ବ୍ୟବସ୍ଥାକୁ ରିଜର୍ଭ ବ୍ୟାଙ୍କର ଟନିକ୍‌ । ରିଭର୍ସ ରେପୋ ରେଟ୍‌ ହ୍ର।ସ । NHB, ନାବାର୍ଡ, ସିଡବିକୁ ମୋଟ୍‌ ୫୦...

ଆଜି ବିଜୁବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ । କରୋନା ପାଇଁ ହେଉଛି ନିରାଡ଼ମ୍ବର ପାଳନ । ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ । ଲୋକଙ୍କ ଉନ୍ନତି ଓ କଲ୍ୟାଣ...

ଲକ୍‌ଡାଉନ୍‌ କରିଛି କରୋନାକୁ ବନ୍ଦୀ...ଓଡ଼ିଶାରେ ସଂକ୍ରମଣ ହାର ମାତ୍ର ୧.୦୮ ପ୍ରତିଶତ...ହେଲେ ଭୁବନେଶ୍ୱରର ବମିଖାଲ୍‌ ପାଲଟିଛି ହଟସ୍ପଟ୍‌....୬ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ବ...ଅସ୍ତ୍ର ପାଲଟିଛି କଣ୍ଟେନ୍‌ମେଣ୍ଟ ଷ୍ଟ୍ର।ଟେଜି....

ଦେଶରେ ବଢୁଛି କରୋନା କାୟା...୧୨ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା, ୪ଶହରୁ ଅଧିକ ମୃତ୍ୟୁ...ମହାରାଷ୍ଟ୍ରରେ ସ୍ଥିତି ଚିନ୍ତାଜନକ...୪ ରାଜ୍ୟରେ ହଜାରେ ଉପରେ ଆକ୍ରାନ୍ତ

ଦେଶରେ ୧୧ ହଜାର ପାର ହେଲା କରୋନା ଆକ୍ରାନ୍ତ ସଂଖ୍ୟା...ମହାରାଷ୍ଟରେ ୨ ହଜାର ଓ ଦିଲ୍ଲୀରେ ୧୫ଶହ ପରେ ପଜିଟିଭ...ଏପଟେ ଲକ୍‌ଡାଉନ୍‌ ବୃଦ୍ଧି ପରେ ସରକାରୀ ଯୋଜନା...

1 min read

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ଦେଶର ଜିଲ୍ଲାଗୁଡ଼ିକୁ ୩ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ- ହଟସ୍ପଟ୍ ଜିଲ୍ଲା, ଦ୍ୱିତୀୟ-ନନ୍ ହଟସ୍ପଟ୍ ଜିଲ୍ଲା, ତୃତୀୟ ଗ୍ରୀନ୍ ଜୋନ୍...