ତାଜା ଖବର

ଢେଙ୍କାନାଳ: ପୁଣି ହାତୀ ଉପଦ୍ରବ । ସଦରରେଞ୍ଜ ଅନ୍ତର୍ଗତ ଦୁଧକାଟୋନି ବେଲଗୁଣ୍ଠାରେ ହାତୀ ଆକ୍ରମଣରେ ମହିଳା ଗୁରୁତର । ଗୁରୁତର ହେଲେ ଗାଁର ସୀତା ଭୂୟାଁ ।

ନବରଙ୍ଗପୁର: ପାପଡ଼ାହାଣ୍ଡି ନିକଟ ଡିଅର ପାର୍କ ନିକଟରେ ଓଲଟିଲା ବସ୍, ୨ ମୃତ । ୨୦ରୁ ଅଧିକ ଆହତ ନବରଙ୍ଗପୁର ଓ ପାପଡ଼ାହାଣ୍ଡି ମେଡିକାଲ ସ୍ଥାନାନ୍ତର ।

ଝାରସୁଗୁଡ଼ା: କଳ୍ପନା ଦାସ ଓ ତାଙ୍କ ଝିଅଙ୍କୁ ହତ୍ୟା ଘଟଣାରେ ଅଧିକ ତଦନ୍ତ ପାଇଁ ଛତିଶଗଡ଼ର ପୋଲିସ ଟିମ୍ ଆସିବ ଝାରସୁଗୁଡ଼ା । ପୋଲିସର ଏକ ବଡ଼...

ବ୍ରହ୍ମପୁର: କେ.ସି. ପବ୍ଲିକ୍ ସ୍କୁଲରେ ଅଭାବନୀୟ ଘଟଣା । ୟୁନିଫର୍ମ ପିନ୍ଧିନଥିବା ଯୋଗୁଁ ପ୍ରଥମ ଶ୍ରେଣୀର ଛାତ୍ରୀକୁ କ୍ଳାସ ରୁମରେ ଶିକ୍ଷୟିତ୍ରୀ ଉଲଗ୍ନ କରିଥିବା ଅଭିଯୋଗ ।...

ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ମୁଲତବି ନୋଟିସ୍ । ଗୋଳନ୍ଥରା ଥାନା ମେନ୍ଦ୍ରାରଜପୁରରେ ବସରେ ବିଦ୍ୟୁତ୍ ତାର ଲାଗି ୧୦ଜଣଙ୍କ ମୃତ୍ୟୁ ଘଟଣାରେ ନୋଟିସ୍ ଦେଲା ବିଜେପି । ...

ଝାରସୁଗୁଡ଼ା: ପୋଲିସ କବଜାରେ ଅନୁପ ସାଏଙ୍କ ଡ୍ରାଇଭର ବର୍ମନ ଟପ୍ପୋ । ରାଜପୁର ବଗରାଚକା ଭଡ଼ା ଘରୁ ଉଠାଇ ନେଇଥିବା ପରିବାର ଲୋକଙ୍କ ସୂଚନା । ଅଜ୍ଞାତ...

ଭୁବନେଶ୍ୱର: ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ବି ଚାଲିପାରିଲାନି ଗୃହ । ପୁଣି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ବିଧାନସଭା ଅପରାହ୍ଣ ୩ଟା ଯାଏଁ ମୁଲତବି ।