LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
Search
Nandighosha TV
Nandighosha TV
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
More
Search
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
More
Home
ତାଜା ଖବର
ତାଜା ଖବର
america
Budget
CBSE
Cinema
CWC2022
ତାଜା ଖବର
ଦିଗପହଣ୍ଡି: କେ.ନୂଆଗାଁ ଥାନା ବାହିନୀପତି ଛକରେ ବାଇକ୍ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ । ମୃତ ଗୋବିନ୍ଦ ନଗରର ସିତୁ ସାହୁ ଓ ବାବୁଲା ସେଠୀ ।
ତାଜା ଖବର
ଆସିକା: କବିସୂର୍ଯ୍ୟନଗର ଥାନା ବାଉଁଶିଆ ଅଶିଣିପୁର ରାସ୍ତାରେ ଟ୍ରାକ୍ଟର ଓଲଟି, ୨ ଶ୍ରମିକ ମୃତ । ମୃତକ ହେଲେ ବି.ନୂଆପଲି ଗାଁର ମୁନା ନାଏକ ଓ ଶମ୍ଭୁ ନାଏକ ।
ତାଜା ଖବର
ଖୋର୍ଦ୍ଧା: ବେଗୁନିଆ କଣ୍ଟାବାଡ଼ ରମାମଣି କଲେଜରେ ଅଧ୍ୟାପକଙ୍କ ଅଜବ କାରନାମା । ଛାତ୍ରଙ୍କ ଅଙ୍ଗୁଳି କାମୁଡ଼ିଦେଲେ ଅଧ୍ୟାପକ । କଲେଜରେ ଉତ୍ତେଜନା, ଗୋଟିଏ ରୁମରେ ଅଧ୍ୟାପକଙ୍କୁ ତାଲା ପକାଇ ରଖିଥିଲେ କର୍ତ୍ତୃପକ୍ଷ ।...
ତାଜା ଖବର
ଆଜି ପବିତ୍ର ମକର ସଂକ୍ରାନ୍ତି । ଆଜିଠୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହେବ । ଫଳରେ ଦିନ ବଢିବ ରାତି କମିବ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବିଶେଷ ନୀତି...
ତାଜା ଖବର
ଆଜି ବସିବ ପ୍ରାକ୍ ବଜେଟ ପ୍ରସ୍ତୁତି ବୈଠକ । ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ମାନସ ମନ୍ଥନ ।
ତାଜା ଖବର
ଆଜି ପବିତ୍ର ମକର ସଂକ୍ରାନ୍ତି । ଆଜିଠୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହେବ । ଫଳରେ ଦିନ ବଢିବ ରାତି କମିବ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବିଶେଷ ନୀତି...
ତାଜା ଖବର
ଭଞ୍ଜନଗର: ଶିକ୍ଷୟିତ୍ରୀଙ୍କୁ ଅପହରଣ ଅଭିଯୋଗ । ତାରସିଂ ଥାନା ଅନ୍ତର୍ଗତ ତୁଳସୀପଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ଅପହରଣ ଅଭିଯୋଗ ହୋଇଛି l ପରିବାରର ଅଭିଯୋଗ ପରେ ପୋଲିସର ତନାଘନା ଜାରି
ତାଜା ଖବର
କଟକ: ଏସସିବି ମେଡିକାଲରେ ନିରାଶ୍ରୟକୁ କର୍ମଚାରୀଙ୍କ ନିର୍ଯାତନା ଦେବା ଘଟଣା, ସର୍ଜରି ବିଭାଗରେ ଘଟଣାର ତଦନ୍ତ ଆରମ୍ଭ କଲେ ରାଜ୍ୟ ମାନବାଧିକାର କମିଶନ ସଦସ୍ୟ ଅସୀମ ଅମିତାଭ ଦାସ ।
ତାଜା ଖବର
ଢେଙ୍କାନାଳ: NH-୫୫ ଦିଲ୍ଲୀ ପବ୍ଲିକ ସ୍କୁଲ ନିକଟରେ ବାଇକ୍-ଟ୍ରକ ମୁହାଁମୁହିଁ ଧକ୍କା, ୨ ମୃତ । ମିଳିନି ମୃତ ବ୍ୟକ୍ତିଙ୍କ ପରିଚୟ ।
1
...
4,992
4,993
4,994
...
5,119
Page 4,993 of 5,119
Categories
ମୁଖ୍ୟ ଖବର
50867
ଓଡ଼ିଶା
46488
ତାଜା ଖବର
46070
ହାଇଲାଇଟ୍ ସମ୍ବାଦ
42848
ଜାତୀୟ
24672
ରାଜନୀତି
9126
Must Read
ଓଡ଼ିଶା
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ବିଜେପିକୁ ବାଣ ମାରିଲେ ଜୟନାରାୟଣ, କହିଲେ- ମୁଁ ବରିଷ୍ଠ ନୁହେଁ ଅବଶିଷ୍ଟ
ଓଡ଼ିଶା
ବନ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିବାକୁ ଗ୍ରାଉଣ୍ଡକୁ ଯିବା ସହ ଲୋକଙ୍କ ସହ ଆଲୋଚନା କରିବେ ନବୀନ
ଓଡ଼ିଶା
ରାତି ପାହିଲେ କୋଟିଆରେ ନିର୍ବାଚନ; ସୀମା ସୁରକ୍ଷା ପାଇଁ ଓଡ଼ିଶାର ଆରପାର୍ ଲଢ଼େଇ