ହାଇଲାଇଟ୍ ସମ୍ବାଦ

ପୁରୀ: ଆଜି 5ଟି ସଚିବ ଭି କେ ପାଣ୍ଡିଆନ ଶ୍ରୀମନ୍ଦିର ଆସିଥିବା ବେଳେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ପରେ ସେ ଶ୍ରୀସେତୁର ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା...

ଶିମଲା: ଆଜି ଭୋଟ ଦେଉଛି ହିମାଚଳ ପ୍ରଦେଶ । ୬୮ଟି ବିଧାନସଭା ଆସନ ପାଇଁ ମତଦାନ କରିବେ ଜନତା । ସକାଳ ୮ଟାରୁ ଭୋଟଦାନ ଆରମ୍ଭ ହୋଇ...

1 min read

କଟକ: ଜମୁଛି କଟକର ଐତିହାସିକ ବାଲିଯାତ୍ରା । ଆଜି ଯାତ୍ରାର ପଞ୍ଚମ ଦିନ । ଉପର ଓ ତଳ ବାଲିଯାତ୍ରା ପଡିଆରେ ନାହିଁ ନଥିବା ଭିଡ ଦେଖିବାକୁ...

1 min read

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୭ରୁ ସଂସଦର ଶୀତକାଳୀନ ଅଧିବେଶନ । ୨୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ଅଧିବେଶନ । କିଭଳି ସୁରୁଖୁରୁରେ ଗୃହ କାର୍ଯ୍ୟ ଚାଲିବ, ସେ...

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଡ୍ରାଇଭର ମହାସଂଘ । ଗତ ଦୁଇ ଦିନ ଧରି ଭୁବନେଶ୍ବରରେ ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନ ଚାଲିଥିଲା ।...

କୋରାପୁଟ: ବୈପାରୀଗୁଡାରେ ବଡ଼ ଧରଣର ଏନକାଉଣ୍ଟର । ପୋଲିସ ଗୁଳିରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଲାଲ ବାହିନୀକୁ ଲାଗିଛି ଶକ୍ତ ଧକ୍କା ।...

ଭୁବନେଶ୍ୱର: ପ୍ରକାଶ ପାଇଲା  ୨୦୨୧ ମସିହାର ଓଜେଏସ ରେଜଲ୍ଟ  । ଓଡ଼ିଶା ନ୍ୟାୟିକ ପରୀକ୍ଷାରେ ବାଜି ମାରିଛନ୍ତି ଝିଅ । ଚଳିତବର୍ଷ ଆଦ୍ୟାଶା ମିଶ୍ର ହୋଇଛନ୍ତି ଓଜେଏସ...

ନନ୍ଦିଘୋଷ ବ୍ୟୁରୋ: ଏଲନ ମସ୍କଙ୍କ ହାତକୁ କମ୍ପାନୀ ମାଲିକାନା ଯିବା ପରେ ଅନେକ କିଛି ପରିବର୍ତ୍ତନ କରାଯାଇଛି । ଅନେକ କର୍ମଚାରୀଙ୍କୁ କମ୍ପାନୀ ଛଟେଇ କରିଥିବା ବେଳେ...

ମୁମ୍ବାଇ: ପୁଣି ଜଣେ ଅଭିନେତାଙ୍କ ମୃତ୍ୟୁ । ଓ୍ବାର୍କଆଉଟ ବେଳେ ହୃଦଘାତର ଶିକାର ହେଲେ ଅଭିନେତା । ଟେଲିଭିଜନ ଦୁନିଆର ବେଶ ଜଣାଶୁଣା ଅଭିନେତା ସିଦ୍ଧାନ୍ତ ବୀର...

1 min read

ଭୁବନେଶ୍ୱର: ରାଜ୍ୟରେ ଯୁବକ ଯୁବତୀଙ୍କ ପାଇଁ ବମ୍ପର ନିଯୁକ୍ତି ସୁଯୋଗ। ସରକାରୀ ମାଧ୍ୟମିକ ସ୍କୁଲରେ ୭ହଜାର ୫୪୦ ଶିକ୍ଷକଙ୍କୁ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...