ହାଇଲାଇଟ୍ ସମ୍ବାଦ

ମାଲକାନଗିରି: ଗୋଦାବରୀର ପଛୁଆ ପାଣି ଯୋଗୁଁ ମାଲକାନଗିରିର ମୋଟୁରେ ସଙ୍ଗୀନ ସ୍ଥିତି। ମୋଟୁ ବ୍ଲକରେ ପଶିଲା ଗୋଦାବରୀ ବନ୍ୟାଜଳ  । ଜଳସ୍ତର ବଢୁଥିବାରୁ ମୋଟୁର ବିଭିନ୍ନ ଅଞ୍ଚଳ...

ମେସ୍କିକୋ ସିଟି: ଖସିପଡିଲା ମେକ୍ସିକୋରେ ସାମରିକ ହେଲିକପ୍ଟର  । ଦୁର୍ଘଟଣାରେ ୧୪ ଜଣ ପ୍ରାଣ ହରାଇଛନ୍ତି । ଜଣେ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।...

1 min read

ଅହମ୍ମଦାବାଦ: ୨୦୦୨ ଗୁଜୁରାଟ ଦଙ୍ଗା ମାମଲାର ଯାଞ୍ଚ କରୁଥିବା SIT ସାମାଜିକ କର୍ମୀ ତିସ୍ତା ସିତଲୱାଡଙ୍କୁ ନେଇ କରିଛନ୍ତି ବଡ ଖୁଲାସା  । ଗୁଜୁରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ...

ବାଲେଶ୍ବର: ଅଫଲାଇନ୍‌ ବଦଳରେ ଅନ୍‌ଲାଇନ୍‌ ଟୀକାଦାନକୁ ବିରୋଧ । ସୁନହଟ ମେଡ଼ିକାଲରେ ସ୍ବାସ୍ଥ୍ୟକର୍ମୀଙ୍କୁ ଘରେ ପୁରାଇ ତାଲା ମାରିଦେଲେ ଲୋକେ । ସୁନହଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ...

ହାଇଦ୍ରାବାଦ: ତେଲେଙ୍ଗାନାରେ ବର୍ଷା ପ୍ରଭାବିତ ଏକ ଗାଁକୁ ଗସ୍ତ ବେଳେ ବିଜେପି ସାଂସଦ ଡି. ଅରବିନ୍ଦଙ୍କ କାରକେଡ୍‌କୁ ଆକ୍ରମଣ । ସେମାନେ ସାଂସଦଙ୍କ କାରକୁ ଅଟକାଇ ଭଙ୍ଗାରୁଜା...

ଭୁବନେଶ୍ବର: ରାଜ୍ୟରେ ବଢୁଛି କୋରୋନା ସଂକ୍ରମଣ । ଦିନକରେ ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ ୧୦୬୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ବୟସର...

ଲକ୍ଷ୍ନୌ: ଆଜି ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଗତ...

ବଲାଙ୍ଗୀର: ଖେଳୁଥିବା ବେଳେ ଜଣେ ନାବାଳକକୁ ଅଚେତ୍ କରି ସ୍କୁଟିରେ ଅପହରଣ । ଚେତା ଫେରିପାଇ ରାସ୍ତାରେ ପାଟି କରିବାକୁ ନାବାଳକୁ ଫୋପାଡ଼ି ପଳାଇଲେ ଦୁଇ ଯୁବତୀ...

ଭୁବନେଶ୍ବର: ଉପକୂଳ ଓଡ଼ିଶାରେ  ସକ୍ରିୟ ରହିଛି ଲଘୁଚାପ । ଏହା ପ୍ରଭାବରେ ଭୋର ୪ ଟାରୁ ଉପକୂଳ ଓଡ଼ିଶାରେ ଲାଗିରହିଛି ତୁହାକୁ ତୁହା ବର୍ଷା । ଘୁର୍ଣ୍ଣିବଳୟ...