ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ସାଗର ଧନଖଡ଼ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବା ଅଲମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଛଅ ଦିନର ପୋଲିସ୍ରିମାଣ୍ଡ୍ଆଜି ଶେଷ ହେଉଛି ।...
ଜାତୀୟ
ନୂଆଦିଲ୍ଲୀ: ଏବେ ପକେଟ୍ଉପରେ ଭାରି ପଡ଼ିବ ବିମାନ ଯାତ୍ରା । ନିକଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନ ଟିକେଟ ଦର ବୃଦ୍ଧି କରିଛନ୍ତି । ତେବେ...
ବାରାମତି: ମହାରାଷ୍ଟ୍ରର ବାରାମତିର ସାଙ୍ଗବୀ ଗାଁରେ ଯୌତୁକ ନ ଆଣିବାରୁ ବୋହୂକୁ ହତ୍ୟା କରାଯାଇଥିବା ଭଳି ଏକ ମାମଲା ସାମ୍ନାକୁ ଆସିଛି । ମୃତ ମହିଳାଙ୍କ ପରିବାର...
କୋଲକତା: ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ୍ ବନ୍ଦୋପାଧ୍ୟାୟଙ୍କୁ ଆସିଲା ଦିଲ୍ଲୀ ଡାକରା । ଅଲପନଙ୍କୁ ମେ ୩୧ ସୋମବାର ସକାଳ ୧୦ ଟା ପୂର୍ବରୁ ରିପୋର୍ଟ...
ମୁମ୍ୱାଇ: ଆଜି ବିସିସିଆଇର ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଆଇପିଏଲ ଓ ଟି-୨୦ ଉପରେ ଆଲୋଚନା କରାଯିବ । ଟି-୨୦ ବିଶ୍ୱକପ୍ ଲାଗି...
ନନ୍ଦିଘୋଷ ବ୍ୟୁରୋ: ୧ରୁ ବଦଳିବ ଅନେକ ନିୟମ । ସାଧାରଣ ଲୋକଙ୍କର ଦୈାନନ୍ଦିନ ଜୀବନ ଚଳଣିରେ ପୁଣି ଦେଖାଯିବ କିଛି ପରିବର୍ତନ । ତେବେ ନିୟମ ବଦଳିବା...
ନୂଆଦିଲ୍ଲୀ: ଟିକା ଓ କୋଭିଡ୍ ସମ୍ବନ୍ଧୀୟ ମେଡିକାଲ ଉପକରଣ ଉପରେ ଜିଏସଟି ଛାଡ଼ କରାଯାଉ । ଏହାସହ କୋଭିଡ ମହାମାରୀ ଯୋଗୁ ଯେଉଁ କ୍ଷତି ହୋଇଛି, ତାର...
ଭୁବନେଶ୍ୱର: ପ୍ରତିଶୋଧ ପରାୟଣ ରାଜନୀତି ଏବଂ ଆକ୍ରୋଶ ମୂଳକ ଆଭିମୁଖ୍ୟରୁ ସେ ବହୁ ଦୂରରେ । ସ୍ଥିତି ଦେଖି ନିଷ୍ପତି, ରାଜ୍ୟ ସ୍ବାର୍ଥରେ କରନ୍ତି ରାଜନୀତି ।...
ନୂଆଦିଲ୍ଲୀ: ଆଉ ଏଟିଏମରୁ ବାହାରୁନି ୨ ହଜାର ଟଙ୍କିଆ ନୋଟ । କାରଣ ଆରବିଆଇ ୨ ହଜାର ଟଙ୍କିଆ ନୋଟ ଛପା ବନ୍ଦ କରିଦେଇଛନ୍ତି । ନଭେମ୍ବର...
କୋଲକାତା: ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳ ଅଧଘଣ୍ଟା ଅପେକ୍ଷା କଲେ । ମିଟିଂ ଶେଷ ଆଡକୁ ଆସିଲେ ଆଉ କିଛି କାଗଜଡପତ୍ର ଦେଇ ଚାଲିଗଲେ । ଆପଣ ଭାବୁଥିବେ...