ଓଡ଼ିଶା

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଇଏସସ୍ତରରେ ଏକ ଅଦଳବଦଳ କରିଛନ୍ତି ।  ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା  ଶାଳିନୀ ପଣ୍ଡିତଙ୍କୁ ସରକାର ସ୍ବାସ୍ଥ୍ୟ ସଚିବ ଭାବେ ଦେଇଛନ୍ତି...

କୋରାପୁଟ: ମାଟି ଅତଡ଼ା ଧସି ଦୁଇ ଶ୍ରମିକଙ୍କ ମୃତ୍ୟୁ । କୋରାପୁଟ-ରାୟଗଡ଼ା ରେଳ ପଥ ଦୋହରୀକରଣ କାମ ବେଳେ ଅଘଟଣ ଘଟିଛି । କେଲାର ଗାଁ ନିକଟରେ...

ଭୁବନେଶ୍ୱର: ଅଦୃଶ୍ୟ ଠକଙ୍କୁ ମାତ୍ ଦେଲେ ଏୟାରଫୋର୍ସ ଡାକ୍ତର । ସାଇବର ପୋଲିସ ସହାୟତାରେ ଫେରାଇ ଆଣିଲେ ୯୬ ହଜାର । ଇଲେକ୍ଟ୍ରି ବିଲ ପେମେଣ୍ଟ କରିବାକୁ...

ଭୁବନେଶ୍ୱର: ଓଡ଼ିଶାରେ ହୋଇଛି ସର୍ବାଧିକ ପୁଞ୍ଜିନିବେଶ । ୨୦୨୨ ଜୁନ୍ ସୁଦ୍ଧା ୩୬ହଜାର ୮୨୮କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। କେନ୍ଦ୍ର ସରକାରଙ୍କ ଶିଳ୍ପ ନୀତି ଓ ପ୍ରୋତ୍ସାହନ...

ବଲାଙ୍ଗୀର: ସେୟାର ମାର୍କେଟରେ ଟଙ୍କା ବୁଡ଼ିବାରୁ ଜୀବନ ହାରିଲେ ବ୍ୟକ୍ତି। ବଲାଙ୍ଗୀର ସିନ୍ଧେକେଲା ଥାନା ଗନ୍ଧଲା ଗାଁରେ ଅଭାବନୀୟ ଘଟଣା। ସିନ୍ଧେକେଲା ଥାନା ଗନ୍ଧଲା ଗାଁର ବିନୋଦ...

ମୁମ୍ବାଇ: ବିତ୍ତୀୟ ରାଜଧାନୀ ମୁମ୍ବାଇରେ ଆରମ୍ଭ ହେଲା 'ଓଡ଼ିଶା ଇନଭେଷ୍ଟର୍ସ ମିଟ୍'।  ରାଜ୍ୟରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ୱାନ୍...

କେନ୍ଦୁଝର: କେନ୍ଦୁଝର ସହରରେ ଗୋଠ ଛଡ଼ା ଦନ୍ତାର ଉତ୍ପାତ। ୧ ନମ୍ବର ୱାର୍ଡ଼ ସୁଲେଇଖମାରରେ ୨ଟି ଘର ଭାଙ୍ଗିବା ସହିତ ରାତିରେ ହୁଡ଼କୋ କଲୋନୀ ଦେଇ ଭଟ୍ଟସାହି...

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ । ଆସନ୍ତା ୧୮ ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି...

ରାୟଗଡ଼ା: ନାଗାବଳୀରେ ନିଖୋଜ ନାବାଳକର ମିଳିଲା ମୃତଦେହ । ଗତକାଲି ସାଙ୍ଗମାନଙ୍କ ସହ ମିଶି ନାଗାବଳୀକୁ ଗାଧୋଇବାକୁ ଯାଇଥିଲେ ରାୟଗଡ଼ା କଲ୍ୟାଣସିଂହପୁର କୃଷ୍ଣପାତ୍ରଗୁଡ଼ର ଧର୍ମେଶ ନିଶିକା ।...

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ହଜାର ପାର୍‌ । ଗତକାଲି ସୁଦ୍ଧା ଜିଲ୍ଲାରେ ମୋଟ ଡେଙ୍ଗୁ...