ଓଡ଼ିଶା

1 min read

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ଲୋଟାପାହଡ ଓ ସୋନୁଆ ରେଲୱେ ଷ୍ଟେସନ ମଧ୍ୟରେ ଥିବା ରେଳ ଲାଇନ ଉଡାଇଲେ ମାଓବାଦୀ। ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ରେଲୱେ ଲାଇନ ଉଡାଇଲେ ମାଓବାଦୀ।...

1 min read

ଭୁବନେଶ୍ୱର: କରୋନା କଟକଣା କାରଣରୁ ରାଜ୍ୟରେ ବନ୍ଦ ରହିଥିବା ସମସ୍ତ ପ୍ରକାରର ସାଂସ୍କୃତିକା କାର୍ଯ୍ୟକ୍ରମକୁ ଅନୁମତି ମିଳିଛି। ଦୁଇବର୍ଷ ହେବ ବନ୍ଦ ରହିଥିଲା ସମସ୍ତ ପ୍ରକାରର ସାଂସ୍କୃତିକ...

ଭୁବନେଶ୍ୱର: ଆଜି ସ୍ମାର୍ଟ ସ୍ୱାସ୍ଥ୍ୟ ସେବା ତାଲିକାରେ ଯୋଡ଼ିହେବ ଅନୁଗୁଳ ଓ ଢେଙ୍କାନାଳ। ଆଜି ଅନୁଗୁଳ ଗସ୍ତ କରି ବିଏସକେଓ୍ୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ...

ଭୁବନେଶ୍ୱର: ଚାଷୀଙ୍କ ଜିଦ୍ ଆଗରେ ହାର ମାନିଛି କେନ୍ଦ୍ର ସରକାରଙ୍କ ଅହଙ୍କାର। ତିନି କୃଷି ଆଇନ୍ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ। ଶୀତ ଅଧିବେଶନରେ ଏ...

1 min read

ଭୁବନେଶ୍ବର: ତାଙ୍କ ହାତ କହେ, ଓଡିଶାର ଇତିହାସ। ନିହାଣ ଚାଲିଲେ, ଆଙ୍କି ହୋଇଯାଏ ଉଦ୍ଭାସିତ ଅତୀତ । ପଥର ବି ହୋଇଉଠେ ଜୀବନ୍ତ । ପାଷାଣ ହୋଇ...

ଯାଜପୁର: ବ୍ୟାସନଗର ସହରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ତ୍ତିକ ପୂର୍ଣ୍ଣମୀ ଭେଟି ।  ମୁଖ୍ୟମନ୍ତ୍ରୀ ‘ମୁକ୍ତା’ ଯୋଜନାରେ ବ୍ୟାସନଗର ପୌରାଞ୍ଚଳକୁ ୬ କୋଟି ୬୨ ଲକ୍ଷ ଟଙ୍କା ଭେଟି ଦେଇଛନ୍ତି...

ରାଉରକେଲା: ରାଉରକେଲାର ଉପେନ୍ଦ୍ର ସିଂଙ୍କୁ ନୂଆ ଜୀବନ ଦେଲା ବିଏସକେଓ୍ବାଇ ସ୍ମାର୍ଟ ହେଲଥ କାର୍ଡ । ୫୪ ବର୍ଷୀୟ ଉପେନ୍ଦ୍ର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ମାଗଣାରେ...

ଭୁବନେଶ୍ବର: ସାମାଜିକ ଲିଙ୍ଗଗତ ସମ୍ବେଦନଶୀଳତା ପାଇଁ ଜାତୀୟ ସ୍ତରରେ ଦିଆଯାଇଛି ଲାଡଲୀ ମିଡ଼ିଆ ଆଣ୍ଡ ଆଡଭାଟାଇଜିଂ ଆଓ୍ବାର୍ଡ ୨୦୨୧ । ଓଡ଼ିଶାରୁ ବିରିଷ୍ଠ ସାମ୍ବାଦିକ ଏବଂ ସ୍ତମ୍ଭକାର...

1 min read

କୋଣାର୍କ: ବିଜୁ ଜନତା ଦଳ ନିମାପଡା ଗୋପ ନିର୍ବାଚନ ମଣ୍ଡଳି ୨୧ନଂ ଜେନ ଚାରିଛକଠାରେ ମହା ମିଶ୍ରଣ ପର୍ବ । ତୁଳସୀପୁର, ଭୋଦର, ବlହାରlଣl, ତମ୍ପlଳ, ଛଣିଜଙ୍ଗ,...