ଭୁବନେଶ୍ୱର: ୧୯୬୧ରେ ସାହିର ଲୁଧିୟାନଭି ଲେଖିଥିଲେ ମୁଁ ଜୀବନର ଉତ୍ସବ ମନାଇ ଚାଲିଥିଲି, ସବୁ ଚିନ୍ତାକୁ ଧୂଆଁରେ ଉଡ଼ାଇ ଚାଲିଥିଲି । କିନ୍ତୁ ସତ ହେଲା ଧୂଆଁ...
ଓଡ଼ିଶା
ଭୁବନେଶ୍ୱର: ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୩ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର...
ଭୁବନେଶ୍ୱର: ସ୍ୱାଭାବିକ ହେଇପାରୁନି ବିଧାନସଭା । ପ୍ରଥମେ ଆଜି ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ ପରେ ବାଚସ୍ପତି ଗୃହକୁ ଦିନ ୧୨ଟା ଯାଏ ମୁଲତବି ରଖିଥିଲେ । ପରେ...
ସମ୍ବଲପୁର: ବାରମ୍ବାର ଜଳୁଛି ଜଙ୍ଗଲ । ପୁଣି ବୁଢ଼ାରାଜା ପାହାଡ଼ରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । ଫଳରେ କ୍ଷଣିକରେ ଅନେକ ମୂଲ୍ୟବାନ ଗଛ ପୋଡ଼ି...
ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା କବାଟବନ୍ଧ ଛକ ନିକଟରୁ ଲୁଟ୍ । ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଭୁଜାଲି ଦେଖାଇ ୮ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।...
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀଙ୍କ ପ୍ରେସମିଟ୍। ଏପ୍ରିଲ ୧୭ରେ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି।...
ନୂଆଦିଲ୍ଲୀ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବାକୁ ରାଜ୍ୟସଭାରେ ଦାବି ଉପସ୍ଥାପନ କରିଛନ୍ତି ସାଂସଦ ମୁନ୍ନା ଖାଁ। ବିଜୁବାବୁଙ୍କ ଭଳି ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉପଯୁକ୍ତ...
ଭୁବନେଶ୍ୱର: ଧାନମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଚାଷୀଙ୍କ ଧାନ କିଣିବା ପାଇଁ ସରକାର ଇଛୁକ ନୁହନ୍ତି। ବିଜେପି କୁମ୍ଭୀର...
ଭୁବନେଶ୍ୱର: ଡିସେମ୍ବର ସୁଦ୍ଧା ଘରେ ଘରେ ବିଶୁଦ୍ଧ ପାଣି ପହଞ୍ଚିବ। ୧୧୪ ପୌରାଞ୍ଚଳକୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ। ଯେଉଁଠି ପାଣି ସମସ୍ୟାର ଅଭିଯୋଗ ରହିବ ତା’ର...
ପୁରୀ: ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରର ଯାଞ୍ଚ ପାଇଁ ପହଞ୍ଚିଲା NSG ଟିମ୍। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବ ଏହି ଟିମ୍। ଆଗକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶ୍ରୀମନ୍ଦିର...