ଭୁବନେଶ୍ୱର: ପୁଣି ଜଳପଥରେ ଓଡ଼ିଶା ପହଞ୍ଚିଲେ ପ୍ରବାସୀ । ଗଞ୍ଜାମ ଜିଲ୍ଲାରେ ପହଞ୍ଚିଲା ଆଉ ଏକ ଡଙ୍ଗା। ଗତକାଲି ରାତି ଗୋଟାଏରେ ଡଙ୍ଗାଟି ଅର୍ଜିପଲ୍ଲୀ ସମୁଦ୍ର କୂଳରେ...
ଓଡ଼ିଶା
ବାଲେଶ୍ୱର: ବାଲେଶ୍ୱରରେ ୧୬କୁ ବୃଦ୍ଧି ପାଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହା ଭିତରେ ଏମିତି ଗୋଟିଏ ଖବର ଆସିିଛି ଯାହା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି...
ଭୁବନେଶ୍ୱର: ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଓଡ଼ିଶାକୁ ନାହିଁ ବାତ୍ୟାର ଭୟ । ଲୋକ ଆତଙ୍କିତ ନହେବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ଦକ୍ଷିଣ...
ଗଞ୍ଜାମ: ମାଟି ଅତଡ଼ା ଖସି ଚାଲିଜଲା ୩ ଜଣଙ୍କର ଜୀବନ । କାମ କରୁଥିବା ବେଳେ ଖସିଥିଲା ମାଟି ଅତଡ଼ା । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା...
ଭୁବନେଶ୍ୱର: କରୋନା କଟକଣା ପରେ ଏବେ ଦାଉ ଜାଜିଛି କାଳବୈଶାଖୀ ବର୍ଷା । କିଛିଦିନ ପୂର୍ବରୁ ଲକ୍ଡାଉନ୍ କଟକଣା ପାଇଁ ଚାଷକାର୍ଯ୍ୟ ବନ୍ଦ ରହିଥିଲା । ହେଲେ...
କଟକ: ଲକ୍ଡାଉନ୍ ଖୋଲିବା ପରେ ଓକିଲଙ୍କୁ ମିଳିବନି ଗ୍ରୀଷ୍ମ ଛୁଟି ! ସୂଚନାଅନୁଯାୟୀ କଟକ-ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି ବାତିଲ କରିବାକୁ ପ୍ରସ୍ତାବ ଦିଆଯାଇଛି । ଆସନ୍ତା ମେ’...
ଯାଜପୁର: କରୋନାକୁ ମାତ୍ ଦେବାକୁ ଏବେ ସମସ୍ତେ ଅଣ୍ଟାଭିଡିଛନ୍ତି । ଗାଁଠୁ ସହର ସବୁଠି ତାଲାବନ୍ଦ । ପୂଜାପାଠ ପାଇଁ ନା କୈାଣସି ମନ୍ଦିର ଖୋଲା ନା...
ଭୁବନେଶ୍ୱର: ରାଜଧାନୀରେ କୋହଳ ହେଲା ଲକଡାଉନ କଟକଣା । ଏନେଇ ବିଏମ୍ସି ପକ୍ଷରୁ ଗାଇଡ୍ ଲାଇନ ଜାରି ହୋଇଛି । ଏଣିକି ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ...
ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ୍ରେ କରୋନା ମୁକାବିଲା କାମରେ ନିୟୋଜିତ ଜଣେ ନୋଡାଲ ଅଫିସରଙ୍କୁ ମାଡ ମାରିଥିବା ଅଭିଯୋଗ । ଏହାର ପ୍ରତିବାଦରେ ପିଇଓ ଏବଂ...
ଭୁବନେଶ୍ୱର: ରାଜ୍ୟ ବାହାରୁ ଫେରୁଥିବା ଓଡ଼ିଆଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟର ବା ସାମୟିକ ଚିକିତ୍ସା ଶିବିର- ଟିଏମ୍ସିରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ଟିଏମ୍ସିରେ ୧୪ ଦିନ ରହିବା...