ଓଡ଼ିଶା

ଜୟପୁର: ପାଟ୍ରୋଲିଂ ବେଳେ ବିପୁଳ ବିସ୍ଫୋରକ ଜବତ । ଜୟପୁର ଟାଉନ ଥାନା ପୋଲିସ ବିଳମ୍ବିତ ରାତିରେ ପାଚ୍ରୋଲିଂ ବେଳେ ବିସ୍ଫୋରକ ଭର୍ତ୍ତି ଏକ କଣ୍ଟେନରକୁ ଜବତ...

ଜଗତସିଂହପୁର: ଇଂଜିନିଅରିଂ ଛାତ୍ରୀଙ୍କୁ ବ୍ଲ।କମେଲିଂ ଅଭିଯୋଗରେ ଯୁବକ ଗିରଫ  । ଜଗତସିଂହପୁର ତିର୍ତ୍ତୋଲ ଥାନା ସଂରାର ଶଙ୍କର ବାରିକଙ୍କୁ ଗିରଫ କରିଛି ପୋଲିସ । ଅଭିଯ଼ୁକ୍ତ ଜଣଙ୍କର...

1 min read

ଭୁବନେଶ୍ୱର: ଆରମ୍ଭ ହୋଇଛି ନିର୍ମାଣ ଶ୍ରମିକ ସେବା ସପ୍ତାହ-୨୦୨୦ । ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି ।...

1 min read

କଟକ: ପୋଖରୀରେ ଗାଧୋଇବା ବେଳେ ପାଦ ଖସିଯିବାରୁ ପାଣିରେ ବୁଡ଼ି ଦୁଇ ବାଳିକାଙ୍କ ମୃତ୍ୟୁ । କଟକ ଜିଲ୍ଲା ଭୁସ୍କା ଗଁ।ରେ ଏହି ଅଘଟଣ ଘଟିଛି ।...

1 min read

ନୂଆଦିଲ୍ଲୀ : ଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ସ୍ୱତନ୍ତ୍ର ଆବାସିକ କମିଶନର ରବିକାନ୍ତ BSF ଯବାନ ମହମ୍ମଦ ଆନିସଙ୍କ ପରିବାର ବର୍ଗଙ୍କୁ ଦିଲ୍ଲୀରେ ସାକ୍ଷାତ କରିଛନ୍ତି । ଆଜି...

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟବ୍ୟାପୀ ଜୟନ୍ତୀ ପାଳନ ହେବ । ପ୍ରତିବର୍ଷ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଜୟନ୍ତୀ ପାଳନ କରୁଥିବା...

ଭୁବନେଶ୍ୱର: ଆସନ୍ତାକାଲିଠୁ ଯୁକ୍ତ ଦୁଇ ପରୀକ୍ଷା । ପ୍ରସ୍ତୁତି ଚୁଡାନ୍ତ। ସବୁ ହବ୍‌ରେ ପହଞ୍ଚି ସାରିଛି ପ୍ରଶ୍ନପତ୍ର । କେନ୍ଦ୍ରକୁ ଜଗି ରହିଛନ୍ତି ସଶସ୍ତ୍ର ପୋଲିସ ।...