ମୁଖ୍ୟ ଖବର

1 min read

ଭୁବନେଶ୍ବର : ଆଜିଠୁ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ । ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ । ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବାକୁ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ...

ବ୍ରହ୍ମପୁର: ସାତ ଜନମ ଲାଗି ସାଥୀ ହୋଇଥିଲେ । ହେଲେ ବିବାହର ସାତ ଦିନ ନ ଯାଉଣୁ ଆରପାରିକୁ ଚାଲିଗଲେ ନବଦମ୍ପତି । ଏପରି ଏକ ମର୍ମନ୍ତୁଦ...

କଟକ: କଟକରେ ବିଏସକେଓ୍ବାଇ କାର୍ଡଧାରୀ ରୋଗୀଙ୍କୁ ଚିକିତ୍ସା ଅବହେଳା ଅଭିଯୋଗ । କେଶରପୁର ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ ବିରୁଦ୍ଧରେ ଅଭିଯୋଗ ଆଣିଲେ ହିତାଧିକାରୀ ।...

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଡୁରୁକୁଳିଆ ଗାଁରେ ଅଭାବନୀୟ ଘଟଣା । ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ମହିଳା । ମୃତ୍ୟୁର କାରଣ...

1 min read

ନୂଆଦିଲ୍ଲୀ: ଦିଲ୍ଲୀ ମେୟର ନିର୍ବାଚନ ମାମଲା । ସୁପ୍ରିମକୋର୍ଟଙ୍କ ମୌଖିକ ମତ ପରେ ବିଜେପିକୁ ଲାଗିଛି ଧକ୍କା । କୋର୍ଟ କହିଛନ୍ତି- ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ମନୋନୀତ...

ମୁମ୍ବାଇ: ଗତକାଲି ସରିଛି ବଲିଉଡର କ୍ୟୁଟ ଯୋଡ଼ି କିୟାର ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ରିସେପସନ୍ । କିଛି ଦିନ ଧରି ଚର୍ଚ୍ଚା ସାଉଁଟିଛି ଏହି ‘ଶେରସାହ’...

1 min read

ବମ୍ବେ: ହଷ୍ଟେଲ ଛାତରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ । ବମ୍ବେ ଆଇଆଇଟି କ୍ୟାମ୍ପସରେ ଅଭାବନୀୟ ଘଟଣା । ରବିବାର ଅପରାହ୍ନରେ ଛାତ୍ରଜଣଙ୍କ ହଷ୍ଟେଲର ସପ୍ତମ ମହଲା ଛାତରୁ...

କୋଲକାତା: ବେଲୁନ ଗ୍ୟାସ ସିଲିଣ୍ଡର ଫାଟି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଉର୍ଦ୍ଧ୍ୱ ଗୁରୁତର । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା ଜିଲ୍ଲା...

1 min read

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୧୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଛି ମୋହର । ତୃତୀୟଲିଙ୍ଗୀ ସନ୍ତାନଙ୍କୁ ମିଳିବ ପରିବାର ପେନସନ । ଏକମାତ୍ର ଉତ୍ତରାଧିକାରୀ ହୋଇଥିଲେ ଅବିବାହିତ...

1 min read

ନୂଆଦିଲ୍ଲୀ: ଉଚ୍ଚଶିକ୍ଷା ପାଇଁ କୋର୍ଟରେ ଆବେଦନ କଲା ଶ୍ରଦ୍ଧା ମର୍ଡର କେସର ମୁଖ୍ୟ ଅଭିଯୁକ୍ତ ଆଫତାବ ପୁନାଓ୍ବାଲା । ଜେଲରେ ନୋଟବୁକ୍ ଏବଂ ପେନସିଲ ଯୋଗାଇ ଦେବାକୁ...