ମୁଖ୍ୟ ଖବର

ବାରିପଦା: ଜନ୍ମମାଟିରେ ମହାମହିମ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ । ଆଜି ଶିମିଳିପାଳ ଅଭୟାରଣ୍ୟରେ ଯାଇଛନ୍ତି ମହାମହିମ...

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା । ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେଉଛି । ଖୋର୍ଦ୍ଦା, ଯାଜପୁର,...

1 min read

ଭୁବନେଶ୍ୱର: ବିଜେପିର ଆଚରଣ ଓ ଉଚ୍ଚାରଣରେ ରହିଛି ଉସୁକାଇବା ପ୍ରବୃତ୍ତି । ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ । ସାଢ଼େ ଚାରି କୋଟି ଲୋକ ଶାନ୍ତି ଚାହାଁନ୍ତି ।...

1 min read

ପୁରୀ: ରାଜ୍ୟରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଆଉ ଦୁଇ ଜିଲ୍ଲାପାଳ । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ...

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଅଗ୍ରିଆ ସମାଜ । ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କିଛି ଦିନ ତଳେ ସେମାନଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ...

ଭୁବନେଶ୍ୱର: ଓଡ଼ିଶା ଲେଖୁଛି ସଫଳତାର କାହାଣୀ । ଶିକ୍ଷା, ସ୍ବାସ୍ଥ୍ୟ ଓ କ୍ରୀଡ଼ା ପର ଆଇଟି ହବ୍ ପାଲଟିଛି ଭୁବନେଶ୍ବର । ଆଇଟି ଓ ବିପିଓ କ୍ଷେତ୍ରରେ...

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ବିଜେପିର ଡାର୍ଟି ପଲିଟିକ୍ସ ରିପିଟ୍ ଅଭିଯୋଗ । ଝାରସୁଗୁଡ଼ାରେ ହାରିବା ଭୟରେ ବିଜେପୁର ଓ ପଦମପୁର ପରି ବିଜେପି ହିଂସା ରାଜନୀତି ଆପଣାଇଥିବା ଅଭିଯୋଗ...

ଭୁବନେଶ୍ୱର: କେନ୍ଦୁପତ୍ର ହିତାଧିକାରୀ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କା ସହୟତା ପାଇବେ । ଉପକୃତ ହେବେ ୮ ଲକ୍ଷରୁ ଅଧିକ ହିତାଧିକାରୀ । ୨୦୨୨ ଫସଲ...

ଝାରସୁଗୁଡ଼ା: ବରଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ । ୧୦ରୁ ଅଧିକ ଆହତ । ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଝାରସୁଗୁଡ଼ାରୁ ରାଉରକେଲା ଯାଉଥିବା ବେଳେ...