କରୋନା ଯୋଦ୍ଧାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ, ଦେଲେ ସୁରକ୍ଷା ଓ ସମ୍ମାନର ପ୍ରତିଶ୍ରୁତି

ଭୁବନେଶ୍ୱର : କରୋନା ବିରୋଧରେ ଯୁଦ୍ଧ ଭିତରେ ମୁଖ୍ୟମନ୍ତ୍ରୀ ବଡ ଧରଣର ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି କରୋନା ବିରୋଧୀ ଲଢେଇରେ ଫ୍ରଣ୍ଟଲାଇନରେ ଥିବା ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଉଦ୍ଦେଷ୍ୟରେ ଭିଡିଓ ବାର୍ତ୍ତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣକୁ ଦେଶଦ୍ରୋହ ଭାବେ ଗଣନା କରାଯିବ । ଏହାସହ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସେ ୫୦ ଲକ୍ଷ ଟଙ୍କାର ବୀମା କଥା ମଧ୍ୟ କହିଛନ୍ତି । ସ୍ୱାସ୍ଥ୍ୟସେବା ଯୋଗାଇ … Continue reading କରୋନା ଯୋଦ୍ଧାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ, ଦେଲେ ସୁରକ୍ଷା ଓ ସମ୍ମାନର ପ୍ରତିଶ୍ରୁତି