ବଡ଼ଠାକୁରଙ୍କୁ ନେଇ ଭାବ ବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବିଭିନ୍ନ ବାଧା ବିଘ୍ନ ପରେ ଆରମ୍ଭ ହୋଇଛି ଯାଇଛି ବଡ଼ ଠାକୁରଙ୍କ ମାନବୀୟ ଲୀଳା । କିଛି ସମୟ ପରେ ବଡ଼ ଦାଣ୍ଡରେ ଗଡ଼ିବ ମହାପ୍ରଭୁଙ୍କ ରଥ । ରଥ ଯାତ୍ରାକୁ ନେଇ ସମସ୍ତେ ଖୁସି ଥିବା ବେଳେ ଏହି କାର୍ଯ୍ୟକୁ ସୁରୁଖୁରୁରେ କରିବାକୁ ଯିଏ ପଣ କରିଛନ୍ତି କେମିତ ବା ସେ ଖୁସି ହୋଇନଥାନ୍ତେ । ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମଗ୍ର ବିଶ୍ୱ କରୋନା … Continue reading ବଡ଼ଠାକୁରଙ୍କୁ ନେଇ ଭାବ ବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ
Copy and paste this URL into your WordPress site to embed
Copy and paste this code into your site to embed