ଭିଡ଼ ନ ଜମାଇ ମଣ୍ଡପରେ ହୋଇପାରିବ ଦୁର୍ଗା ପୂଜା: ଜିଲ୍ଲାପାଳ
କଟକ: କଟକରେ ଦୁର୍ଗାପୂଜାକୁ ମଳିଲା ଅନୁମତି । ମଣ୍ଡପରେ ହୋଇପାରିବ ମା’ ଦୁର୍ଗାଙ୍କ ପୂଜା । ତେବେ ବିନା ଶ୍ରଦ୍ଧାଳୁରେ ମଣ୍ଡପରେ ହେବ ମାଆଙ୍କ ପୂଜା । ଭିଡ଼ ନଜମାଇ କମିଟି କରିପାରିବେ ପୂଜା । ସେପଟେ ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ସ୍ବାଗତ କରାଯାଇଛି । କାରଣ କରୋନା ସଂକ୍ରମଣ ରୋକିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇଛି ଜିଲ୍ଲା ପ୍ରଶାସନ । ସେଥିପାଇଁ ବିଭିନ୍ନ ପୂଜା ଓ ସାହି କମିଟି ମାନଙ୍କ … Continue reading ଭିଡ଼ ନ ଜମାଇ ମଣ୍ଡପରେ ହୋଇପାରିବ ଦୁର୍ଗା ପୂଜା: ଜିଲ୍ଲାପାଳ
Copy and paste this URL into your WordPress site to embed
Copy and paste this code into your site to embed