Homeଓଡ଼ିଶା February 15, 2020 Nandighosha Tv Latest Posts ଓଡ଼ିଶା କୋଟିଆ ବିବାଦ ପ୍ରସଙ୍ଗ; ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ଓଡ଼ିଶା ବ୍ୟବସ୍ଥା ଆଗରେ ହାର୍ ମାନିଲା ମାନବିକତା; ୭୦ କିମି ଚାଲି ଘରକୁ ଫେରିବାକୁ ବାଧ୍ୟ ହେଲେ ଦିବ୍ୟାଙ୍ଗ ଛାତ୍ର ଓଡ଼ିଶା ବାତ୍ୟା ଅର୍ଣ୍ଣବ ପାଇଁ ବାତିଲ୍ ହେଲା ଏକାଧିକ ଟ୍ରେନ୍ ଆଜିଠାରୁ ୨୯ ଫେବ୍ରୁଆରୀ ଯାଏଁ ମାଗଣା ମିଳିବ Fastag: ପଢ଼ନ୍ତୁ କେଉଁଠି ନୂଆଦିଲ୍ଲୀ: ଆଜିଠୁ ମାଗଣା ମିଳିବ Fastag । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଡ଼କ କର ଆଦାୟ ବଢ଼ାଇବା ଉଦ୍ଦେଶ୍ୟରେ ଏହି ସୁବିଧ ଆରମ୍ଭ କରାଯାଇଛି । ୨୯ ଫେବ୍ରୁଆରୀ ଯାଏଁ Fastag ମାଗଣାରେ ଦିଆଯିବ । ଏଣିକି Fastag ପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନାହିଁ । ୧୫ ଫେବ୍ରୁଆରୀଠାରୁ ୨୯ ଫେବ୍ରୁଆରୀ ଯାଏଁ ମଗଣାରେ ପାଇପାରିବେ Fastag । ସରକାର ଇଲୋକଟ୍ରନିକ ସଡ଼କ କର ସଂଗ୍ରହ ବଢ଼ାଇବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଜାତୀୟ ରାଜମାର୍ଗ ପ୍ରାଧିକରଣ ପକ୍ଷରୁ ଏହା ଯୋଗାଇଦିଆଯିବ । ସରକାର ଦେଶରେ ଥିବା ୫୨୭ରୁ ଅଧିକ ଜାତୀୟ ରାଜପଥରେ Fastag ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, Fastag କିଣିବା ପାଇଁ ଲୋକଙ୍କୁ ୧୦୦ ଦେବାକୁ ପଡ଼ୁଥିଲା । ଏନ୍ଏଚ୍ ପଥକର ପ୍ଳାଜାରେ Fastag ଜରିଆରେ ଡିଜିଟାଲ ଉପାୟରେ ସଂଗ୍ରହ ବଢ଼ାଇବା ପାଇଁ ଏହି ଟଙ୍କା ନନେବାକୁ ନିଷ୍ପତ୍ତି ନିଆଯାଇଛି । ଆପଣ ଯେ କୌଣସି ଅଧିକୃତ ପଏଣ୍ଟ ଅଫ୍ ସେଲ୍ ରେ ନିଜ ଗାଡ଼ିର ଆରସି ଦେଖାଇ ମାଗଣାରେ Fastag ପାଇପାରିବେ । ଏ ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ । February 15, 2020 Nandighosha Tv FacebookInstagramTwitterYoutube RELATED ARTICLES ଓଡ଼ିଶା କୋଟିଆ ବିବାଦ ପ୍ରସଙ୍ଗ; ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ଓଡ଼ିଶା ବ୍ୟବସ୍ଥା ଆଗରେ ହାର୍ ମାନିଲା ମାନବିକତା; ୭୦ କିମି ଚାଲି ଘରକୁ ଫେରିବାକୁ ବାଧ୍ୟ ହେଲେ ଦିବ୍ୟାଙ୍ଗ ଛାତ୍ର ଓଡ଼ିଶା ବାତ୍ୟା ଅର୍ଣ୍ଣବ ପାଇଁ ବାତିଲ୍ ହେଲା ଏକାଧିକ ଟ୍ରେନ୍ Latest Posts ଓଡ଼ିଶା କୋଟିଆ ବିବାଦ ପ୍ରସଙ୍ଗ; ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ଓଡ଼ିଶା ବ୍ୟବସ୍ଥା ଆଗରେ ହାର୍ ମାନିଲା ମାନବିକତା; ୭୦ କିମି ଚାଲି ଘରକୁ ଫେରିବାକୁ ବାଧ୍ୟ ହେଲେ ଦିବ୍ୟାଙ୍ଗ ଛାତ୍ର ଓଡ଼ିଶା ବାତ୍ୟା ଅର୍ଣ୍ଣବ ପାଇଁ ବାତିଲ୍ ହେଲା ଏକାଧିକ ଟ୍ରେନ୍ ଓଡ଼ିଶା ୨୫ କି.ମି. ବେଗରେ ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ଅର୍ଣ୍ଣବ’; ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳକୁ ରେଡ୍ ଆଲର୍ଟ Don't Miss ଓଡ଼ିଶା କୋଟିଆ ବିବାଦ ପ୍ରସଙ୍ଗ; ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ଓଡ଼ିଶା ବ୍ୟବସ୍ଥା ଆଗରେ ହାର୍ ମାନିଲା ମାନବିକତା; ୭୦ କିମି ଚାଲି ଘରକୁ ଫେରିବାକୁ ବାଧ୍ୟ ହେଲେ ଦିବ୍ୟାଙ୍ଗ ଛାତ୍ର ଓଡ଼ିଶା ବାତ୍ୟା ଅର୍ଣ୍ଣବ ପାଇଁ ବାତିଲ୍ ହେଲା ଏକାଧିକ ଟ୍ରେନ୍ ଓଡ଼ିଶା ୨୫ କି.ମି. ବେଗରେ ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ଅର୍ଣ୍ଣବ’; ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳକୁ ରେଡ୍ ଆଲର୍ଟ ଓଡ଼ିଶା +୨ ପରୀକ୍ଷା ପାଇଁ ପ୍ରକ୍ରିୟା ଜାରି October 2026 September 2026 August 2026 July 2026 June 2026 May 2026