ରାଜ୍ୟପାଳଙ୍କ ଏସକଟ୍‌ ଗାଡି ଦୁର୍ଘଟଣାଗ୍ରସ୍ତ

1 min read

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଏସକଟ୍‌ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି  । ଉଦଳା-ବାରିପଦା ରାସ୍ତାର ପୁରୁଣାପାଣିରେ ଘଟିଛି ଦୁର୍ଘଟଣା  । ଏଥିରେ ୭ ପୋଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି  । ଏକକାଳୀନ ୩ଟି ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି  । ରାଜ୍ୟପାଳଙ୍କ ଏସକଟ୍‌ ଦାଇୟିତ୍ୱରେ ଥିଲା ଏହି ସବୁ ବୋଲେରୋ  ।

')}

Leave a Reply