spot_img

Latest Posts

ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ନେତାଙ୍କ ସୁପାରିଶ କ୍ଷମତାକୁ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ବର : ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ନେଇ ରାଜ୍ୟ ସରକାରଙ୍କୁ ଝଟକା। ବଦଳି ପାଇଁ ସାଂସଦ ବିଧାୟକଙ୍କୁ ସୁପାରିଶ କରିବାର କ୍ଷମତା ପ୍ରଦାନ ସଂପର୍କିତ ବ୍ଯବସ୍ଥାକୁ ଖାରଜ କରିଛନ୍ତି ହାଇକୋର୍ଟ। ଏ ନେଇ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ଖାରଜ କରିଛନ୍ତି। ଏପରି କଲେ ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ହେବ ବୋଲି କହିଛନ୍ତି ହାଇକୋର୍ଟ। ୧୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଳି କରିବା ପାଇଁ ସୁପାରିଶ କରିବାର କ୍ଷମତା ସାଂସଦ ଓ ବିଧାୟକଙ୍କୁ ପ୍ରଦାନ କରିଥିଲେ ରାଜ୍ୟ ସରକାର।

Latest Posts

Don't Miss