‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ଆଶା, ନବୀନ କଲେ ରି-ଟ୍ୱିଟ୍
1 min readଭୁବନେଶ୍ୱର: ଭାରତର ଲୋକପ୍ରିୟ ଗାୟିକା ଆଶା ଭୋସଲେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ଗାଇଛନ୍ତି । କୋଭିଡ୍ ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇ ଓଡ଼ିଶା ଏକାଠି ‘ବନ୍ଦେ ଉତ୍କଳ ଜନନୀ’ ଗାଉଥିବା ବେଳେ ଆଶାଙ୍କ ଏହି ପ୍ରୟାସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି ।
Thank you @ashabhosle ji for inspiring our #CovidWarriors.
#OdishaHonorsCovidWarriors https://t.co/j5hIzZJ4Dv— Naveen Patnaik (@Naveen_Odisha) May 30, 2020
କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଶନିବାର ସନ୍ଧ୍ୟା ୫ଟା ୩୦ରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଥିଲେ । ଏହାକୁ ସବୁ ମହଲରେ ପ୍ରଶଂସା ମିଳିଥିବା ବେଳେ ବଲିଉଡ୍ ଗାୟିକା ମଧ୍ୟ ଏଥିରେ ସାମିଲ୍ ହୋଇଛନ୍ତି ।