ରାଜ୍ୟରେ ସକ୍ରିୟ ହେଲା ମୌସୁମୀ: ୫ ଦିନ ଯାଏଁ ଅବିଶ୍ରାନ୍ତ ବର୍ଷା
ଭୁବନେଶ୍ୱର: ପୁଣି ଆସୁଛି ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୧୯ ତାରିଖରେ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗି ରହିବ । ଏହାସହ ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଡଘଡି ସହ ବର୍ଷା ହେବ । ଏଥିପାଇଁ ଉତ୍ତର ଓ ଉପକୂଳ ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଚଳିତ ସିଜିନ୍ରେ ମାତ୍ର ୫ ଟି ଜିଲ୍ଲାକୁ ଛାଡ଼ି … Continue reading ରାଜ୍ୟରେ ସକ୍ରିୟ ହେଲା ମୌସୁମୀ: ୫ ଦିନ ଯାଏଁ ଅବିଶ୍ରାନ୍ତ ବର୍ଷା
Copy and paste this URL into your WordPress site to embed
Copy and paste this code into your site to embed