ନିର୍ଭୟା ମାମଲା: ମାର୍ଚ୍ଚ ୨୦ରେ ଫାଶୀ !
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ୪ ଜଣଙ୍କୁ ମାର୍ଚ୍ଚ ୨୦ ତାରିଖ ସକାଳ ୫.୩୦ ମିନଟରେ ଫାଶୀ ଦେବାକୁ ଦିଲ୍ଲୀ ଅଦାଲତ ନୂଆ ଡେଥ୍ ୱାରେଣ୍ଟ୍ ଜାରି କରିଛନ୍ତି । ଅଦାଲତଙ୍କ ଦ୍ୱାରା ଜାରି କରାଯାଇଥିବା ଏହା ହେଉଛି ଚତୁର୍ଥ ଡେଥ୍ ୱାରେଣ୍ଟ୍ । ପୱନ ଗୁପ୍ତା ଦ୍ୱାରା ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କ ପାଖରେ କରାଯାଇଥିବା ରାଜକ୍ଷମା ଆବେଦନ ଅଗ୍ରାହ୍ୟ ହେବା ପରେ ଏହି ଡେଥ୍ ୱାରେଣ୍ଟ୍ ଜାରି ହୋଇଛି । … Continue reading ନିର୍ଭୟା ମାମଲା: ମାର୍ଚ୍ଚ ୨୦ରେ ଫାଶୀ !
Copy and paste this URL into your WordPress site to embed
Copy and paste this code into your site to embed