ରାଜ୍ୟରେ ସକ୍ରିୟ ମୌସୁମୀ… ଟ୍ୱିନ୍ ସିଟିରେ ସକାଳୁ ସକାଳୁ ଆରମ୍ଭ ହୋଇଛି ବର୍ଷା

ଭୁବନେଶ୍ୱର: ଆଜି ସକାଳୁ ସକାଳୁ ଟ୍ୱିନ୍ ସିଟିରେ ବର୍ଷା ଆରମ୍ଭ ହୋଇଛି । କିଛି ସ୍ଥାନରେ ଘଡି ଘଡି ସହ ବର୍ଷା ମଧ୍ୟ ଦେଖିବାକୁ ମିଳିଥିଲା । ପାକିସ୍ତାନରୁ ଦକ୍ଷିଣ ଆସାମ ଭାୟା ଉତ୍ତର ରାଜସ୍ଥାନ, ଦକ୍ଷିଣ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଏକ ଟ୍ରପ୍‌ ଲାଇନ ସୃଷ୍ଟି ହୋଇଛି। ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । … Continue reading ରାଜ୍ୟରେ ସକ୍ରିୟ ମୌସୁମୀ… ଟ୍ୱିନ୍ ସିଟିରେ ସକାଳୁ ସକାଳୁ ଆରମ୍ଭ ହୋଇଛି ବର୍ଷା