୫ ଏପ୍ରିଲ ରାତି ୯ଟାରେ ୯ ମିନିଟ ପାଇଁ ଆଲୋକ ଜାଲିବାକୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: କରୋନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ବାର୍ତ୍ତା । ଆସନ୍ତା ରବିବାର ଅର୍ଥାତ ଏପ୍ରିଲ ୫ ରବିବାର ରାତି ୯ ଟା ସମୟରେ ୯ ମିନିଟ ପାଇଁ ମହମବତୀ, ଦୀପ କିମ୍ୱା ମୋବାଇଲ ଫ୍ଳାସ୍ ଲାଇଟ୍ ଲଗାଇବା ପାଇଁ କଲେ ନିବେଦନ । ଘରର ଅନ୍ୟ ସମସ୍ତ ଲାଇଟକୁ ବନ୍ଦ କରି ଘର ଦ୍ୱାର ନିକଟରେ ଛିଡ଼ା ହୋଇ କିମ୍ୱାର ଘର ବାଲକୋନିରେ ଏକ ମହମବତୀ, ଟର୍ଚ୍ଚ ଲାଇଟ୍ କିମ୍ୱା ଫ୍ଳାସ୍ ଲାଇଟ୍ ଜାଳିବାକୁ … Continue reading ୫ ଏପ୍ରିଲ ରାତି ୯ଟାରେ ୯ ମିନିଟ ପାଇଁ ଆଲୋକ ଜାଲିବାକୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ
Copy and paste this URL into your WordPress site to embed
Copy and paste this code into your site to embed