spot_img

Latest Posts

ଭାରତ କିଣିବ ଆଉ ୫ଟି S-400 ଏୟାର ଡିଫେନ୍ସ ସିଷ୍ଟମ

ନନ୍ଦିଘୋଷ ବ୍ୟୁରୋ : ପ୍ରାଚ୍ୟ ଯୁଦ୍ଧର ପ୍ରଭାବ। ରୁଷଠାରୁ ଭାରତ କିଣିବ ଆଉ ୫ଟି S-400 ଏୟାର ଡିଫେନ୍ସ ସିଷ୍ଟମ। ଗତବର୍ଷ ହୋଇଥିବା ଅପରେସନ ସିନ୍ଦୂରରେ ବି ହୋଇଥିଲା ୫ଟି S-400 ଏୟାର ଡିଫେନ୍ସ ସିଷ୍ଟମର ସଫଳ ବ୍ୟବହାର। ବର୍ତ୍ତମାନ ଭାରତ ନିକଟରେ ୩ଟି S-400 ଏୟାର ଡିଫେନ୍ସ ସିଷ୍ଟମ ଥିବାବେଳେ ଆଉ ୫ଟି ଲାଗି ଆଶା ରଖିଛି ଭାରତ। ଅପରେସନ ସିନ୍ଦୂର ବେଳେ ପାକିସ୍ତାନର ବହୁ ମିସାଇଲ ଓ ବିମାନକୁ ନଷ୍ଟ କରିଥିଲା S-400 ଏୟାର ଡିଫେନ୍ସ ସିଷ୍ଟମ। ଇରାନ ବିରୋଧରେ ହୋଇଥିବା ଅପରେସନ ଫ୍ୟୁରୀ ବେଳେ ଯେପରି ସୁନିର୍ଦ୍ଦିଷ୍ଟ ଭାରେ ସୁପ୍ରିମ ଲିଡର ଆୟାତୋଲ୍ଲା ଖାମେନେଇଙ୍କୁ ହତ୍ୟା କରାଗଲା ତାହାକୁ ନେଇ ଚର୍ଚ୍ଚା ଲାଗି ଥିବାବେଳେ ଭାରତ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ଲାଗି ଯୋଜନା କରୁଛି। ସୁଦର୍ଶନ ଚକ୍ର ବୋଲି କୁହାଯାଉଥିବା S-400 ଏୟାର ଡିଫେନ୍ସ ସିଷ୍ଟମ ବଳରେ ଭାରତ ଶକ୍ତିଶାଳୀ ହେବ ବୋଲି କୁହାଯାଇଛି।..

Latest Posts

Don't Miss