spot_img

Latest Posts

ସପ୍ତାହ ଆରମ୍ଭରୁ ଭୁଶୁଡ଼ିଲା ସେୟାର ବଜାର

ନନ୍ଦିଘୋଷ ବ୍ୟୁରୋ : ସପ୍ତାହ ଆରମ୍ଭରୁ ଭୁଶୁଡ଼ିଲା ସେୟାର ବଜାର । ୧୬ ଶହ ପଏଣ୍ଟି ଖସିଲା ସେନ୍ସେକ୍ସ । ନିଫ୍ଟି ୪ ଶହ ପଏଣ୍ଟ ହ୍ରାସ । ଟ୍ରମ୍ପଙ୍କ ଚେତାବନୀ ପରେ ପୁଣି ସେୟାର ମାର୍କେଟରେ ଦେଖିବାକୁ ମିଳିଛି ବଡ଼ ଧରଣର ହଲଚଲ । ବୁଡ଼ି ଯାଇଛି ହଜାର ହଜାର ନିବେଶକଙ୍କ କୋଟି କୋଟି ଟଙ୍କା । ଇରାନ ଆମେରିକ ଶାନ୍ତି ଆଲୋଚନା ପରେ ସେୟାର ମାର୍କେଟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସେପଟେ ଅଶୌଧିତ ତୈଳ ଦରର ୧୦୨ ଡଲାର ଛୁଇଁଛି । କ୍ରୁଡ ଅଏଲ ବ୍ୟାରେଲ ପିଛା ୭ ପ୍ରତିଶତ ବୃଦ୍ଧି ପାଇଛି ।

Latest Posts

Don't Miss