spot_img

Latest Posts

ଚଳନ୍ତା ଟ୍ରେନରେ ବିଶାଳ ଅଜଗର ସାପ

ନନ୍ଦିଘୋଷ ବ୍ୟୁରୋ : ଚଳନ୍ତା ଟ୍ରେନରେ ବିଶାଳ ଅଜଗର ସାପ । ଚେନ୍ନାଇ-ହାୱଡା ମେଲ ଟ୍ରେନରେ ଦେଖିବାକୁ ମିଳିଛି ଏହି ସାପ । ଟ୍ରେନର ଅଗ୍ନି ନିର୍ବାପକ ସିଲିଣ୍ଡର ରଖାଯାଇଥିବା ସ୍ଥାନରେ ସାପଟି ଚଢୁଥିବାର ଦେଖିବାକୁ ପାଇଥିଲେ ଯାତ୍ରୀ । ଫଳରେ ଟ୍ରେନରେ ଆତଙ୍କ ସୃଷ୍ଟି ହୋଇଯାଇଥିଲା । ତୁରନ୍ତ ଟ୍ରେନର ଇମରଜେନ୍ସି ଚେନକୁ ଟାଣି ଟ୍ରେନକୁ ରଖାଯାଇଥିଲା । ଆରପିଏଫ ଏବଂ ବନବିଭାଗର କର୍ମଚାରୀ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି । ପ୍ରାୟ ଅଧ ଘଣ୍ଟାର ପରିଶ୍ରମ ପରେ ସାପକୁ ଉଦ୍ଧାର କରାଯାଇଛି । ସାପଟିର ଲମ୍ବ ପ୍ରାୟ ୧୦ ଫୁଟ ହେବ । ସାପକୁ ଉଦ୍ଧାର କରାଯିବା ପରେ ଜଙ୍ଗଲରେ ଛଡାଯାଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

Latest Posts

Don't Miss