spot_img

Tag: BHUBANESWAR

Browse our exclusive articles!

ପଦାରେ ପଡ଼ିଲା ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି, ଯୋଗାଣ ମନ୍ତ୍ରୀଙ୍କ ବୟାନକୁ ନେଇ ତେଜିଲା ବିବାଦ…

ଭୁବନେଶ୍ବର : ୧୯ ମାସର ବିଜେପି ସରକାରରେ ପଦାରେ ପଡ଼ିଲା ଇନପୁଟ...

ରାଜ୍ୟରେ ବଢିଲା ବୁଥ୍ ସଂଖ୍ୟା, ଏଣିକି ପ୍ରତି ବୁଥରେ ସର୍ବାଧିକ ୧୨ଶହ ଭୋଟର

ଭୁବନେଶ୍ବର : ରାଜ୍ୟରେ ବଢିଲା ବୁଥ୍ ସଂଖ୍ୟା। ଏଣିକି ପ୍ରତି ବୁଥରେ...

ବିଜେଡି ବିଧାୟକଙ୍କୁ ନବୀନଙ୍କ ଟିପ୍ସ : ଲୋକଙ୍କ ସହ ରୁହ, ସମସ୍ୟା ଦୂର କର

ଭୁବନେଶ୍ବର : ବିଜେଡି ବିଧାୟକଙ୍କୁ ନବୀନଙ୍କ ଟିପ୍ସ । ଲୋକଙ୍କ ସହ...

ଖୋର୍ଦ୍ଧା ପରେ ଏବେ ଢେଙ୍କାନାଳ ଜିଲ୍ଲାରେ ଜଣ୍ଡିସ ଆତଙ୍କ…..

ନନ୍ଦିଘୋଷ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ଜବାହାର ନବୋଦୟ ସ୍କୁଲ ପରେ...

ତିନିବର୍ଷରେ ସବୁ ବସ୍ତି  ହେବ ଆଦର୍ଶ କଲୋନୀ, ବାଲେଶ୍ୱରରୁ ଅଭିଯାନ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଥିବା ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ  ସୋମବାର ଘୋଷଣା କରିଛନ୍ତି। ଆଜି ଫକୀରମୋହନଙ୍କ ଭୂମି, ଓଡିଆ ଭାଷା ସୁରକ୍ଷା ଭୂମି ବାଲେଶ୍ୱରରୁ...

ଦୋକାନୀଙ୍କ ପ୍ରତିବାଦ ଯୋଗୁଁ ସୃଷ୍ଟି ହେଉଛି ଉତ୍ତେଜନା: ୟୁନିଟ୍‌ ୨ରୁ ଉଚ୍ଛେଦ ହେଲା ୨୭ ଦୋକାନ

ଭୁବନେଶ୍ୱର: ସରକାରୀ ଜମିରେ ଏପରିକି ରାସ୍ତାକଡ଼ରେ ଜବରଦଖଲକୁ ଆଦୌ ବରଦାସ୍ତ କରାଯିବନି । ବିଏମସି ଓ ବିଡିଏ ପକ୍ଷରୁ ଜାରି ରହିଛି ମିଳିତ ଅଭିଯାନ । ନିୟମିତ କରାଯାଉଛି ଜବରଦଖଲ ଉଚ୍ଛେଦ ।...

ରାଜଧାନୀରେ ବନ୍ଧୁକ ଡିଲ୍ ବେଳେ ୩ ଗିରଫ, ଖସିଗଲେ ବିକିବାକୁ ଆସିଥିବା ବ୍ୟବସାୟୀ

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ବଢ଼ୁଛି କ୍ରାଇମ୍ । ରାଜଧାନୀରେ ଜମୁଛି ଅପରାଧୀଙ୍କ ଆଡ୍ଡା । ବନ୍ଧୁକ ଡିଲ୍ ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ଧରା ପଡ଼ିଛନ୍ତି ୩ ଜଣ । ସକାଳୁ ସକାଳୁ...

ରାଜ୍ୟର କେନ୍ଦ୍ରକୁ ଚିଠି: କରୋନା ବେଳେ ଶାଗମାଛ ଦରରେ ଖଣି ନିଲାମ ନହେଉ…

ଭୁବନେଶ୍ୱର: ଖଣିକୁ ଶାଗ-ମାଛ ଦରରେ ନିଲାମ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ନୁହନ୍ତି । ଏଣୁ କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗତି ରଖିବା ସପକ୍ଷରେ ରାଜ୍ୟ ଯୁକ୍ତି ବାଢିଛି...

କୋଭିଡ୍ ହସପିଟାଲରେ ଅଗ୍ନି ବ୍ୟବସ୍ଥାର ଯାଞ୍ଚ: ଉପକରଣର ବ୍ୟବହାର ଓ ଜରୁରୀକାଳୀନ କୌଶଳ ନେଇ ମକ ଡ୍ରିଲ କରିବ ଅଗ୍ନିଶମ ବାହିନୀ

ଭୁବନେଶ୍ୱର: କୋଭିଡ୍ ରୋଗୀଙ୍କ ସୁରକ୍ଷା ପାଇଁ ପ୍ରୟାସ ଜାରି ରହିଛି । ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ରୋଗୀଙ୍କ ପାଇଁ ଏକମାତ୍ର ସାହାରା ହେଉଛି କୋଭିଡ଼ ହସପିଟାଲ । କିଭଳି କୋଭିଡ଼...

Popular

ରାଜ୍ୟରେ ବଢିଲା ବୁଥ୍ ସଂଖ୍ୟା, ଏଣିକି ପ୍ରତି ବୁଥରେ ସର୍ବାଧିକ ୧୨ଶହ ଭୋଟର

ଭୁବନେଶ୍ବର : ରାଜ୍ୟରେ ବଢିଲା ବୁଥ୍ ସଂଖ୍ୟା। ଏଣିକି ପ୍ରତି ବୁଥରେ...

ବିଜେଡି ବିଧାୟକଙ୍କୁ ନବୀନଙ୍କ ଟିପ୍ସ : ଲୋକଙ୍କ ସହ ରୁହ, ସମସ୍ୟା ଦୂର କର

ଭୁବନେଶ୍ବର : ବିଜେଡି ବିଧାୟକଙ୍କୁ ନବୀନଙ୍କ ଟିପ୍ସ । ଲୋକଙ୍କ ସହ...

ଖୋର୍ଦ୍ଧା ପରେ ଏବେ ଢେଙ୍କାନାଳ ଜିଲ୍ଲାରେ ଜଣ୍ଡିସ ଆତଙ୍କ…..

ନନ୍ଦିଘୋଷ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ଜବାହାର ନବୋଦୟ ସ୍କୁଲ ପରେ...

‘କୁକୁର କାମୁଡିଲେ ଏଣିକି ଜରିମାନା ଗଣିବେ ସରକାର ଓ ସ୍ଥାନୀୟ ପ୍ରଶାସନ’

ନନ୍ଦିଘୋଷ ବ୍ୟୁରୋ : ବୁଲା କୁକୁର କାମୁଡ଼ି ଓ ଦୁର୍ଘଟଣାରେ ଯାଉଛି...