Covid Passport

ନୂଆଦିଲ୍ଲୀ: ୟୁରୋପୀୟ ରାଷ୍ଟ୍ରସଂଘକୁ ଭାରତ ପକ୍ଷରୁ ଏକପ୍ରକାର ଧମକ ଦିଆଯାଇଛି। ବିଦେଶରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଗ୍ରହଣ କରାନଗଲେ ଭାରତ ଆସୁଥିବା ନାଗରିକ ମାନଙ୍କୁ କ୍ୱାରେଣ୍ଟାଇନରେ...