ଓଡ଼ିଶା କରୋନା ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ସେପ୍ଟେମ୍ବରରେ ହେବନି ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା, CPET ବି ଘୁଞ୍ଚିଲା August 28, 2020 ଭୁବନେଶ୍ୱର: କରୋନା ପାଇଁ କେଉଁଠି ଲକଡାଉନ୍ ତ କେଉଁଠି ସଟଡାଉନ୍ । ବନ୍ଦ ରହିଛି ସାଧାରଣ ପରିବହନ ବ୍ୟବସ୍ଥା । ସଂକ୍ରମଣର ଭୟ ଭିତରେ ହେବାକୁ ଥିବା...